ଆସନ୍ତାକାଲି କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ବିକାଶ ମନ୍ତ୍ରୀ ପୁରୁଷୋତ୍ତମ ରୁପାଲା ଗୋପାଳପୁର ବନ୍ଦର ଗ୍ରସ୍ତ

January 06, 2024, ଦେଶଦୁନିଆ, ଗଞ୍ଜାମ, Santosh Kumar Mishra
ଆସନ୍ତାକାଲି କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ବିକାଶ ମନ୍ତ୍ରୀ ପୁରୁଷୋତ୍ତମ ରୁପାଲା ଗୋପାଳପୁର ବନ୍ଦର ଗ୍ରସ୍ତ
Santosh Kumar Mishra
[ Special Correspondent ]
Bhagyaprabha News Bureau
January 06, 2024

ଭାରତ ସରକାରଙ୍କର କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ବିକାଶ ମନ୍ତ୍ରୀ ଶ୍ରୀ ପୁରୁଷୋତ୍ତମ ରୁପାଲା ଆସନ୍ତାକାଲି ତା.୦୭ ଜାନୁଆରୀ ୨୦୨୪ (ରବିବାର) ସକାଳ ସମୟରେ ଗୋପାଳପୁର ବନ୍ଦର ନିକଟକୁ ଗ୍ରସ୍ତ କରିବାର କାର୍ଯ୍ୟକ୍ରମ ରହିଛି । କେନ୍ଦ୍ର ମନ୍ତ୍ରୀ ସାଗର ପରିକ୍ରମାରେ ଆସି ଗଞ୍ଜାମ ଜିଲ୍ଲାର ଗୋପାଳପୁର ପୋର୍ଟ ଠାରେ ପହଞ୍ଚିବା ପରେ ସେଠାରୁ ଆର୍ଯିପଲ୍ଲୀ ଗ୍ରାମକୁ ଯାଇ ମତ୍ସ୍ୟଜୀବି ମାନଙ୍କ ସହ ଏକ ଜନ ସମ୍ବାଦ କାର୍ଯ୍ୟକ୍ରମରେ (Interaction Programme) ଯୋଗ ଦେବାର ଅଛି । ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ରୁପାଲା ସେଠାରୁ ନଇରି ଗ୍ରାମ ଗସ୍ତ କରିବା ସହ ପରବର୍ତ୍ତୀ ସମୟରେ ବାଲୁଗାଁ ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି । ସଂଧ୍ୟାରେ ପୁରୀ ଠାରେ ‌ଜଗନ୍ନାଥଙ୍କ ଦର୍ଶନ କରି ରାତ୍ରୀ ଯାପନ କରିବାର କାର୍ଯ୍ୟକ୍ରମ ରହି୍‌ଥିବା ଭାରତୀୟ ଜନତା ପାର୍ଟି ପକ୍ଷରୁ ପ୍ରେସ ବିବୃତିରେ ସୂଚନା ଦିଆଯାଇଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବଜରଙ୍ଗ ଦଳ ନାଁରେ ହେଉଛି ଅପପ୍ରଚାର ମିଥ୍ୟା କେସରେ କରାଯାଉଛି  ଗିରଫ

ବଜରଙ୍ଗ ଦଳ ନାଁରେ ହେଉଛି ଅପପ୍ରଚାର ମିଥ୍ୟା କେସରେ କରାଯାଉଛି ଗିରଫ

Read More...

ନୂଆଗାଁରୋଡ୍ -ଦଶପଲ୍ଲା ରେଳସେକ୍ସନକୁ ଉଦଘାଟନ କରିବା ସହ ଦଶପଲ୍ଲାକୁ ଟ୍ରେନ୍ ଚଳାଚଳର ଶୁଭାରମ୍ଭ କଲେ ରେଳମନ୍ତ୍ରୀ

ନୂଆଗାଁରୋଡ୍ -ଦଶପଲ୍ଲା ରେଳସେକ୍ସନକୁ ଉଦଘାଟନ କରିବା ସହ ଦଶପଲ୍ଲାକୁ ଟ୍ରେନ୍ ଚଳାଚଳର ଶୁଭାରମ୍ଭ କଲେ ରେଳମନ୍ତ୍ରୀ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: