ପକ୍କା ରାସ୍ତାଟିଏ ପାଇଁ ହନ୍ତସନ୍ତ ହେଉଛନ୍ତି ନିରୀହ ଆଦିବାସୀ,କୁକୁଡାଖଣ୍ଡି ବି.ଡି. ଓ ଙ୍କୁ ଦାବିପତ୍ର

January 12, 2024, ବିଶେଷ, ଗଞ୍ଜାମ, Sri Jaganath Tripathy
ପକ୍କା ରାସ୍ତାଟିଏ ପାଇଁ ହନ୍ତସନ୍ତ ହେଉଛନ୍ତି ନିରୀହ ଆଦିବାସୀ,କୁକୁଡାଖଣ୍ଡି ବି.ଡି. ଓ ଙ୍କୁ ଦାବିପତ୍ର
Sri Jaganath Tripathy
[ District Reporter, Ganjam ]
Bhagyaprabha News Bureau
January 12, 2024

ଧୀନତାର 75 ବର୍ଷ ଅତିବାହିତ ପରେ ମଧ୍ୟ ପକ୍କା ରାସ୍ତା ଟିଏ ନଥିବାରୁ ନା ସମସ୍ୟାରେ ପଢୁ ଛନ୍ତି କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ କଙ୍କିଆ ପଂଚାୟତର ଉପର ଲୁଣ୍ଡୁରିଗୁଡା ନିରୀହ ଆଦିବାସୀ l ପକ୍କା ରାସ୍ତାଟିଏ ନଥିବା ଯୋଗୁଁ ଯାତାୟାତ କରିବା ସହ ଆମ୍ବୁଲାନ୍ସ ଏବଂ ପିଲାମାନେ ସ୍କୁଲ ମଧ୍ୟ ଯିବା ସମୟରେ ରାସ୍ତାରେ ଅନେକ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି l ବହୁବାର ସ୍ଥାନୀୟ ସରପଞ୍ଚ ଏବଂ ବିଧାୟକଙ୍କୁ ଅନୁରୋଧ କରିବାପରେ ମଧ୍ୟ ଆଜି ଯାଏ ଦୃଷ୍ଟିକୁ ଆସୁନାହିଁ କି କୋୖଣସି ପଦକ୍ଷେପ ନିଆଁ ଯାଇନାହିଁ l ଆଜି ଗ୍ରାମବାସୀ ରାଜ୍ୟ ପୂର୍ବତନ ସମ୍ପାଦକ ବିଜେପି ଶ୍ରୀକାନ୍ତ ପାଢ଼ୀଙ୍କ ନେତୃତ୍ୱ ବିକ୍ଷୋଭ କରିବା ସହ କୁକୁଡାଖଣ୍ଡି ବ୍ଲକ ଉନ୍ନୟନ ଅଧିକାରିଣୀ ଡ଼ଃ. ପଲ୍ହବି ସ୍ୱାଇଁଙ୍କୁ ଦାବୀପତ୍ର ଦେଇ ଖଣ୍ଡାଳ ବନ୍ଧ ଛକ ଚିକିଟି ପି. ଡବ୍ଲୁ. ଡି ରାସ୍ତା ଠାରୁ ଗ୍ରାମକୁ ପକ୍କା ରାସ୍ତା ନିର୍ମାଣପାଇଁ ଅନୁରୋଧ କରିଛନ୍ତି l
ଏଥିରେ ନନ୍ଦ କିଶୋର ବିଜେପି ମଣ୍ଡଳ ସଭାପତି, ରାମହରୀ ଦୋରା, ରବି ଦୋରା, କାଳିଆ ଗୌଡ଼,ଭାନୁ ମଳିକ, ଗଣେଶ ମଳିକ, ରାଜେନ୍ଦ୍ର ମଳିକ, ତ୍ରିନାଥ ମଳିକ, ରଂଜିତା, ସୁଷମା, ସବିତା ସୁରେନ୍ଦ୍ର, ଝିଲି ଏବଂ ଅନେକ ଗ୍ରାମବାସୀ ସହଯୋଗ କରିଥିଲେ l




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସ୍ୱାମୀ ବିବେକାନନ୍ଦ ସେବା ସଂଘ ତରଫରୁ ସ୍ୱାମୀଜୀଙ୍କ ଜୟନ୍ତୀ ପାଳିତ।

ସ୍ୱାମୀ ବିବେକାନନ୍ଦ ସେବା ସଂଘ ତରଫରୁ ସ୍ୱାମୀଜୀଙ୍କ ଜୟନ୍ତୀ ପାଳିତ।

Read More...

ଜାତୀୟ ସ୍ତରୀୟ ରୋଲର ସ୍କେଟିଂ ପ୍ରତିଯୋଗିତାରେ ସଫଳତା ପାଇଥିବା ସ୍କେଟରଙ୍କୁ ସମ୍ୱର୍ଦ୍ଧନା

ଜାତୀୟ ସ୍ତରୀୟ ରୋଲର ସ୍କେଟିଂ ପ୍ରତିଯୋଗିତାରେ ସଫଳତା ପାଇଥିବା ସ୍କେଟରଙ୍କୁ ସମ୍ୱର୍ଦ୍ଧନା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: