ସ୍ୱାମୀ ବିବେକାନନ୍ଦ ସେବା ସଂଘ ତରଫରୁ ସ୍ୱାମୀଜୀଙ୍କ ଜୟନ୍ତୀ ପାଳିତ।

January 12, 2024, ବିଶେଷ, ଗଞ୍ଜାମ, Sri Jaganath Tripathy
ସ୍ୱାମୀ ବିବେକାନନ୍ଦ ସେବା ସଂଘ ତରଫରୁ ସ୍ୱାମୀଜୀଙ୍କ ଜୟନ୍ତୀ ପାଳିତ।
Sri Jaganath Tripathy
[ District Reporter, Ganjam ]
Bhagyaprabha News Bureau
January 12, 2024

ସ୍ୱାମୀ ବିବେକାନନ୍ଦ ସେବା ସଂଘ ଆଙ୍କୁଶପୁର ତରଫରୁ ସ୍ଥାନୀୟ ନୋଡାଲ ପୁରୁଷୋତ୍ତମ ଉଚ୍ଚ ବିଦ୍ୟାଳୟ ପରିସରରେ ସ୍ଵାମୀ ବିବେକାନନ୍ଦଙ୍କର ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇ ଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ଉପେନ୍ଦ୍ର ନାଥ କର ଯୋଗଦାନ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଠ ଶିକ୍ଷାବିତ K. କୃଷ୍ଣମୂର୍ତ୍ତି ସମ୍ମାନିତ ଅତିଥି ଭାବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିପିନ ବିହାରୀ ପଣ୍ଡା, ବିଶିଷ୍ଠ ଆଇନଜୀବୀ ତଥା ସାମ୍ବାଦିକ ନାରାୟଣ ମାହାଙ୍କୁଡ଼, ସମାଜସେବୀ ନରସିଂହ ସାହୁ, ରାମେଶ୍ୱରୀ ନନ୍ଦ ଉପସ୍ଥିତ ଥିବା ବେଳେ ସଂଘ ସଭାପତି ଶ୍ରୀ ଅନିଲ କୁମାର ଚୌଧୁରୀ ପୌରହିତତ୍ଵ କରିଥିବା ବେଳେ ଅନୁଷ୍ଠାନ ସମ୍ପାଦକ ଡ଼ଃ. ସନ୍ୟାସୀ ମହାରଣା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମକୁ ସଙ୍ଘ କମିଟି ସଦଷ୍ୟ ମିଟୁ ସାହୁ, ସୋନୁ ସାହୁ, ଅଙ୍କିତ ମହାରଣା ଓ ଅନ୍ନ୍ୟାନ୍ୟ କମିଟି ସଦଷ୍ୟ ସହଯୋଗ କରିଥିଲେ। ତେବେ ଆଗନ୍ତୁକ ଅତିଥି ସ୍ୱାମୀଜୀଙ୍କର ଜୀବନୀ ଉପରେ ଆଲୋକପାତ କରିଥିବା ବେଳେ ପିଲାମାନଙ୍କୁ ସ୍ୱାମୀଜୀଙ୍କ ଜୀବନିରୁ ଅନୁପ୍ରାଣିତ ହୋଇ ଜୀବନରେ ଆଗକୁ ବଢି ଏକ ସଂସ୍କାରମୂଳକ ଚରିତ୍ର ଗଠନ ପାଇଁ ନିଜର ଅଭିମତ ରଖିଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଗଜପତି ଜିଲ୍ଲାସ୍ତରୀୟ ଏକ ଦିବସୀୟ ଲୋକ କଳା କର୍ମଶାଳା

ଗଜପତି ଜିଲ୍ଲାସ୍ତରୀୟ ଏକ ଦିବସୀୟ ଲୋକ କଳା କର୍ମଶାଳା

Read More...

ପକ୍କା ରାସ୍ତାଟିଏ ପାଇଁ ହନ୍ତସନ୍ତ ହେଉଛନ୍ତି ନିରୀହ ଆଦିବାସୀ,କୁକୁଡାଖଣ୍ଡି ବି.ଡି. ଓ ଙ୍କୁ ଦାବିପତ୍ର

ପକ୍କା ରାସ୍ତାଟିଏ ପାଇଁ ହନ୍ତସନ୍ତ ହେଉଛନ୍ତି ନିରୀହ ଆଦିବାସୀ,କୁକୁଡାଖଣ୍ଡି ବି.ଡି. ଓ ଙ୍କୁ ଦାବିପତ୍ର

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: