ବ୍ରହ୍ମପୁର ମହାନ୍ସଂଘ ପକ୍ଷରୁ ନେତାଜୀ ଜୟନ୍ତୀ ପାଳିତ

January 23, 2024, ବିଶେଷ, ଗଞ୍ଜାମ, Gouri Shankar Mishra
ବ୍ରହ୍ମପୁର ମହାନ୍ସଂଘ ପକ୍ଷରୁ ନେତାଜୀ ଜୟନ୍ତୀ ପାଳିତ
Gouri Shankar Mishra
[ Video Journalist ]
Bhagyaprabha News Bureau
January 23, 2024

ନେତାଜୀ ସୁଭାଷ ବୋଷ ଙ୍କ ପରି ସୁପୁତ୍ର ପାଇ ଭାରତ ମାଟି ଧନ୍ୟ ହୋଇଛି।ବୀର ସ୍ଵାଧୀନ ସଂଗ୍ରାମୀ ଙ୍କ ଜନ୍ମ ଜୟନ୍ତୀ ଅବସରରେ ମହାନ ସଂଘ ଓ ଅନ୍ତର୍ଜାତୀୟ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନ ପକ୍ଷ ରୁ ସକାଳେ ନେତାଜୀ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ସଂଘର କାର୍ଯ୍ୟାଳୟରେ ସ୍ମୃତିଚାରଣ କରାଯାଇଥିଲା।ସଭାପତି ଶ୍ରୀ ସୁଶାନ୍ତ କୁମାର ସାବତ, ଶ୍ରୀ ଭୀଷ୍ମଚାର୍ୟ୍ଯ ଚଉଧୁରୀ, ସୁରେଶ ତ୍ରିପାଠୀ, ଇ. ତେଜେଶ୍ୱର୍ ରାଓ ଶ୍ରୀ ସଉମିକ ସାହୁ, ଶ୍ୟାମ ଦତ୍ତ ଦାଶ , ଶ୍ରୀ ପ୍ରଭାକର ସାହୁ, ପ୍ରମୋଦ ମହାରଣା, ସବିତା ସାହୁକାର, ବାସୁଦେବ ସାହୁକାର, ଙ୍କ ସମେତ ବହୁ ସଭ୍ୟ ଅଂଶଗ୍ରହଣ କରିଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବ୍ରହ୍ମପୁର:ଖାରବେଳ ନଗର ବିକାଶ ପରିଷଦ ଓ ନୃତ୍ୟ ତରଙ୍ଗ ସାଂସ୍କୃତିକ ମହୋତ୍ସବ

ବ୍ରହ୍ମପୁର:ଖାରବେଳ ନଗର ବିକାଶ ପରିଷଦ ଓ ନୃତ୍ୟ ତରଙ୍ଗ ସାଂସ୍କୃତିକ ମହୋତ୍ସବ

Read More...

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ଲକ୍ଷ୍ମୀପୁର ରାମ ମନ୍ଦିର କମିଟି ଦ୍ଵାରା ଉତ୍ସବ

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ଲକ୍ଷ୍ମୀପୁର ରାମ ମନ୍ଦିର କମିଟି ଦ୍ଵାରା ଉତ୍ସବ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: