ପାରଳାଖେମୁଣ୍ଡିରେ କଂଗ୍ରେସର ବିକ୍ଷୋଭ ଓ କୁଶପିତୁଳିକା ଦାହ

February 17, 2024, ରାଜନୀତି, ଗଜପତି, Rasmi Ranjan Sahu
ପାରଳାଖେମୁଣ୍ଡିରେ କଂଗ୍ରେସର ବିକ୍ଷୋଭ ଓ କୁଶପିତୁଳିକା ଦାହ
Rasmi Ranjan Sahu
[ Reporter- Paralakhemundi, Gajapati ]
Bhagyaprabha News Bureau
February 17, 2024

ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ କଂଗ୍ରେସର ବିକ୍ଷୋଭ ଓ କୁଶପିତୁଳିକା ଦାହ କରାଯାଇଛି । କଂଗ୍ରେସର ଅଭିଯୋଗ କେନ୍ଦ୍ର ବିଜେପି ସରକାର ଓ ରାଜ୍ୟର ବିଜେଡି ସରକାର ମିଳିତ ଭାବେ ଗୁପ୍ତ ନିର୍ବାଚନୀ ଅନୁଦାନକୁ ସମୂହ ହରିଲୁଟ କରିଛନ୍ତି । ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମକୋର୍ଟ କିଛିଦିନ ତଳେ ସିଦ୍ଦଶାଳକ କେନ୍ଦ୍ର ସରକାରଙ୍କୁ ନିଜ ଦଳୀୟ ପାଣ୍ଠିକୁ ସର୍ବସାଧାରଣରେ ଉଲେଖ କରିବା ପାଇଁ ନିର୍ଦେଶ ଦେଇଛି । ସେହିଭଳି ରାଜ୍ୟ ସରକାର ବିଭିନ୍ନ ପୁଞ୍ଜିପାତିଙ୍କ ହାତ ବାରିସୀ ସାଜି ସହସହ କୋଟି ଟଙ୍କା ନିର୍ବଚନୀ ଚାନ୍ଦ ଆକାରରେ ଆଦାୟ କରିଛନ୍ତି । ଯାହା ସର୍ବୋଚ୍ଚ ନ୍ୟାୟାଳୟର ଆଦେଶ ପ୍ରକାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କେଉଁଠୁ ବହୁ ପରିମାଣରେ ଟଙ୍କା ନିର୍ବାଚନୀ ପାଣ୍ଠି ଆକାରରେ ଆଦାୟ କରିଛନ୍ତି ତାହା ସର୍ବଜନୀନ କରିବା ଆବଶ୍ୟକ ବୋଲି ଦାବି କରିଛନ୍ତି । ଏହି ଅବସରରରେ କଂଗ୍ରେସର ପ୍ରଚାର କମିଟିର ଅଧ୍ୟକ୍ଷ ବିଜୟ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ବିକ୍ଷୋଭ ଶୋଭାଯାତ୍ରା ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରୁ ବାହାରି ସହର ପରିକ୍ରମା କରି ହାଇସ୍କୁଲ ଛକ ନିକଟରେ ପହଞ୍ଚି ବିକ୍ଷୋଭ ଓ କୁଶପିତୁଳିକା ଦାହ କରାଯାଇଥିଲା ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦିନିକିଆ ପାରଳାଖେମୁଣ୍ଡି ଗସ୍ତରେ ବିଶାଖାପାଟଣାମ ଡିଆର ଏମ ସୌରଭ ପ୍ରସାଦ

ଦିନିକିଆ ପାରଳାଖେମୁଣ୍ଡି ଗସ୍ତରେ ବିଶାଖାପାଟଣାମ ଡିଆର ଏମ ସୌରଭ ପ୍ରସାଦ

Read More...

ନାଟ୍ୟକାର ଆପନ୍ନା ପରିଚ୍ଛାଙ୍କ ୧୪୬ ତମ ଜୟନ୍ତୀ ପାଳନ

ନାଟ୍ୟକାର ଆପନ୍ନା ପରିଚ୍ଛାଙ୍କ ୧୪୬ ତମ ଜୟନ୍ତୀ ପାଳନ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: