ଦିନିକିଆ ପାରଳାଖେମୁଣ୍ଡି ଗସ୍ତରେ ବିଶାଖାପାଟଣାମ ଡିଆର ଏମ ସୌରଭ ପ୍ରସାଦ

February 17, 2024, ଓଡ଼ିଶା, ଗଜପତି, Rasmi Ranjan Sahu
ଦିନିକିଆ ପାରଳାଖେମୁଣ୍ଡି ଗସ୍ତରେ ବିଶାଖାପାଟଣାମ ଡିଆର ଏମ ସୌରଭ ପ୍ରସାଦ
Rasmi Ranjan Sahu
[ Reporter- Paralakhemundi, Gajapati ]
Bhagyaprabha News Bureau
February 17, 2024

ଦିନିକିଆ ପାରଳାଖେମୁଣ୍ଡି ଗସ୍ତରେ ବିଶାଖାପାଟଣାମ ଡିଆର ଏମ ସୌରଭ ପ୍ରସାଦ । ପାରଳାଖେମୁଣ୍ଡି ରେଳବାଇ ଷ୍ଟେସନ ନିର୍ମଣ ଓ ଟ୍ରାକର ଦୋହରିକରଣ ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକୁ ବୁଲି ଦେଖିଛନ୍ତି । ଏହା ସହ ନୌପୁଡା ଗୁଣୁପୁର ରେଳପଥରେ ଅଧିକା ଟ୍ରେନ କିଭଳି ଚଳାଚଳ କରିପାରିବ ତାହାକୁ ମଧ୍ୟ ସମୀକ୍ଷା କରିଛନ୍ତି । ଏହା ସହ ପାରଳାଖେମୁଣ୍ଡି ଷ୍ଟେସନ ଓ ରେଲୱେ କ୍ରସିଂର ଗୁଡିକରେ ସୁଧାର ଆଣିବା ପାଇଁ ଜିଲ୍ଲାପ୍ରଶାସନ ପାଖରୁ ସମସ୍ତ ଅନୁମତି ମିଳିଥିବା ସୂଚନା ଦେଇଛନ୍ତି ।ଷ୍ଟେସନ ନିକଟରେ ଗୋଟିଏ ରୁଫପ୍ଲାଜା ନିର୍ମାଣ କରାଯିବ ଯାହାର ସମସ୍ତ କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ଯଥାଶୀଘ୍ର ଏହି ସମସ୍ତ କାର୍ଯ୍ୟକୁ ସମ୍ପନ୍ନ କରାଯିବ ବୋଲି ପ୍ରତିଶ୍ରୃତି ଦେଇଛନ୍ତି । ସେପଟେ ଗୁଣପୁର ଠାରୁ ଥେରୁବାଲି ପର୍ଯ୍ୟନ୍ତ ରାସ୍ତାର ସମ୍ପ୍ରସାରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ରେଳବାଇ ମନ୍ତ୍ରାଳୟ ଓ କେନ୍ଦ୍ର ରେଳମନ୍ତ୍ରୀଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟ କରାଯାଉଥିବା ଡି ଆର ଏମ ସୌରଭ ପ୍ରସାଦ କହିଛନ୍ତି




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଜସ୍ଥାନ ସ୍କୁଲ ଅଫ ଲିଡରସିପ ଠାରେ ତିନିଦିନିଆ କର୍ମଶାଳା,ଗଜପତିର ଦୁଇ ସରପଞ୍ଚଙ୍କ ଯୋଗଦାନ

ରାଜସ୍ଥାନ ସ୍କୁଲ ଅଫ ଲିଡରସିପ ଠାରେ ତିନିଦିନିଆ କର୍ମଶାଳା,ଗଜପତିର ଦୁଇ ସରପଞ୍ଚଙ୍କ ଯୋଗଦାନ

Read More...

ପାରଳାଖେମୁଣ୍ଡିରେ କଂଗ୍ରେସର ବିକ୍ଷୋଭ ଓ କୁଶପିତୁଳିକା ଦାହ

ପାରଳାଖେମୁଣ୍ଡିରେ କଂଗ୍ରେସର ବିକ୍ଷୋଭ ଓ କୁଶପିତୁଳିକା ଦାହ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: