ପିନାକୀ ବନାମ ସମ୍ବିତ ପାତ୍ର

April 06, 2019, ରାଜନୀତି, , Bhagyaprabha News Bureau
ପିନାକୀ ବନାମ ସମ୍ବିତ ପାତ୍ର
Bhagyaprabha News Bureau
April 06, 2019

ପୁରୀରେ ନିର୍ବାଚନ ପୂର୍ବରୁ ଜୋରଦାର ପ୍ରଚାର ଲଢେଇ ଚାଲିଛି । ବିଜେଡି ଲୋକସଭା ପ୍ରାର୍ଥୀ ପିନାକୀ ମିଶ୍ରଙ୍କୁ କଡା ଟକର ଦେଉଛନ୍ତି ବିଜେପି ଦିଲ୍ଳୀ ଚେହେରା ସମ୍ବିତ ମହାପାତ୍ର । ଦୁହିଁଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି ଜୋରଦାର ଲଢେଇ ଓ ନିର୍ବାଚନ ପାଇଁ ଖାଲି ପ୍ରଚାର ନୁହେଁ ଆରୋପ ପ୍ରତ୍ୟାରୋପ ବି ଦୁଇ ପ୍ରାର୍ଥୀ ମଧ୍ୟରେ ଆରମ୍ଭ ହୋଇଯାଇଛି । ଜାତୀୟ ଗଣମାଧ୍ୟମରେ ଯେତେବେଳେ ଡିବେଟ କାର୍ୟ୍ୟକ୍ରମ ଚାଲିଥାଏ କିନ୍ତୁ ସମ୍ବିତ ଙ୍କୁ ଡିବେଟ ରେ କିଛି ବି କହିନଥିଲେ ପିନାକୀ ମିଶ୍ର । ବର୍ତ୍ତମାନ ନିର୍ବାଚନ ପାଇଁ ବାହାରେ ଡିବେଟ କରିବା କିଛି ଫରକ ପଡିବ ନାହିଁ ବୋଲି କହିଛନ୍ତି ସମ୍ବିତ । ଗୋଟିଏ ପଟେ ସୁପ୍ରିମକୋର୍ଟର ଆଇନଜୀବି ପିନାକି ମିଶ୍ର ବିଜେଡି ତରଫରୁ ଲୋକସଭା ପ୍ରାର୍ଥୀ ଭାବେ ଲଢେଇ କରୁଥିବା ବେଳେ ଡାକ୍ତର ସମ୍ବିତ ପାତ୍ର ଜଣେ ଡାକ୍ତର ଓ ପ୍ରବକ୍ତା ଭାବରେ ବେଶ ଜଣାଶୁଣା । ପିନାକୀ ମିଶ୍ର ଓ ସମ୍ବିତ ପାତ୍ର ଆରମ୍ଭ କରିଦେଇଛନ୍ତି ଜୋରଦାର ପ୍ରଚାରା




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
କେନ୍ଦ୍ରାପଡା ବିଧାନସଭା ପ୍ରାର୍ଥୀ ହୋଇପାରନ୍ତି ଶଶୀ ଭୂଷଣ  ବେହେରା!

କେନ୍ଦ୍ରାପଡା ବିଧାନସଭା ପ୍ରାର୍ଥୀ ହୋଇପାରନ୍ତି ଶଶୀ ଭୂଷଣ ବେହେରା!

Read More...

ମହିଳାଙ୍କ ଫିଗର ଦେଖି ଦୁଷ୍କର୍ମ କଲେ ବାବା

ମହିଳାଙ୍କ ଫିଗର ଦେଖି ଦୁଷ୍କର୍ମ କଲେ ବାବା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: