ରାଜ୍ୟରେ ତୃତୀୟ ସ୍ଥାନ ଅଧିଗ୍ରହଣ କରି ପୁରସ୍କୃତ ହେଲା ଲକ୍ଷ୍ମୀପୁର ବ୍ଲକ

March 05, 2024, ଓଡ଼ିଶା, କୋରାପୁଟ, SANJAY KUMAR KANDHAPANI
ରାଜ୍ୟରେ ତୃତୀୟ ସ୍ଥାନ ଅଧିଗ୍ରହଣ କରି ପୁରସ୍କୃତ ହେଲା ଲକ୍ଷ୍ମୀପୁର ବ୍ଲକ
SANJAY KUMAR KANDHAPANI
[ REPORTER-LAXMIPUR,KORAPUT ]
Bhagyaprabha News Bureau
March 05, 2024

ରାଜ୍ୟରେ ତୃତୀୟ ସ୍ଥାନ ଅଧିଗ୍ରହଣ କରି ପୁରସ୍କୃତ ହେଲା କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକ ।ରାଜ୍ୟସ୍ତରୀୟ ପଞ୍ଚାୟତରାଜ ଓ ଲୋକସେବା ଦିବସ ଅବସର ଚଳିତବର୍ଷ ଓଡ଼ିଶାର ୩୧୪ ବ୍ଲକ ମଧ୍ୟରୁ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଆମ ଓଡ଼ିଶା ନବୀନ ଓଡ଼ିଶା ଏଭଳି ଅନେକ ସରକାରୀ କାର୍ଯ୍ୟକ୍ରମ ଗୁଡ଼ିକ ଉନ୍ନତ ମାନ ଓ ସୁଚାରୁରୂପେ କରିଥିବା ଆଜି ସାରା ରାଜ୍ୟରେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ୧୦୮ ଜୟନ୍ତୀ ପାଳନ କରୁଥିବା ବେଳେ ଜୟଦେବ ଭବନ ଠାରେ ପଞ୍ଚାୟତ ରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ୍ , ମନ୍ତ୍ରୀ ଅଶୋକ ପଣ୍ଡା , ଭୁବନେଶ୍ୱର ମେୟର ସୁଲୋଚନା ଦାସ ଓ ଦେଓ ରଂଜନ କୁମାର ସିଂ ଉପସ୍ଥିତରେ ଲକ୍ଷ୍ମୀପୁର ବ୍ଲକ ଓଡ଼ିଶାରେ ତୃତୀୟ ସ୍ଥାନ ଅଧିକାର କରିଥିବାରୁ ମାନ ପତ୍ର ସହ ୨୦ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିଲେ ଲକ୍ଷ୍ମୀପୁର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୁଆଇ କୁଲେସିକା, ଉପାଧ୍ୟକ୍ଷା ଆରତୀ କୁଲଦୀପ, ବିଡ଼ିଓ ଗୁରେଶ୍ଵର ଭୋଇ,ଜିପିଓ ସୁଧିର ବେହେରା ମଞ୍ଚରେ ଉପସ୍ଥିତ ଥାଇ ରାଜ୍ୟ ସରକାରଙ୍କ ପୁରସ୍କାର ଗ୍ରହଣ କରିଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗଜପତି ଜିଲ୍ଲା ସ୍ତରୀୟ ଉଦ୍ୟୋଗୀ ଦିବସ ପାଳିତ

ଗଜପତି ଜିଲ୍ଲା ସ୍ତରୀୟ ଉଦ୍ୟୋଗୀ ଦିବସ ପାଳିତ

Read More...

ଜିଲ୍ଲାପାଳଙ୍କ ମିଳିତ ଜନଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ଜିଲ୍ଲାପାଳଙ୍କ ମିଳିତ ଜନଅଭିଯୋଗ ଶୁଣାଣୀ ଅନୁଷ୍ଠିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: