ଟାଟା ଚା କମ୍ପାନୀ ସମ୍ମୁଖରେ ଏ.ପି.ପି.ଏଲ୍. କର୍ମଚାରୀ ୟୁନିୟନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

March 07, 2024, ଓଡ଼ିଶା, ଗଞ୍ଜାମ, Santosh Kumar Mishra
ଟାଟା ଚା କମ୍ପାନୀ ସମ୍ମୁଖରେ ଏ.ପି.ପି.ଏଲ୍. କର୍ମଚାରୀ ୟୁନିୟନ ପକ୍ଷରୁ  ବିକ୍ଷୋଭ ପ୍ରଦର୍ଶନ
Santosh Kumar Mishra
[ Special Correspondent ]
Bhagyaprabha News Bureau
March 07, 2024

ଗଞ୍ଜାମ- ଗଞ୍ଜାମ ଜିଲ୍ଲାର ଟାଟା ପ୍ରକଳ୍ପ ପରିସରରେ ରହିଥିବା ଟାଟା ଚା' କମ୍ପାନୀ ସମ୍ମୁଖରେ ଏ.ପି.ପି.ଏଲ୍. କର୍ମଚାରୀ ୟୁନିୟନ ପକ୍ଷରୁ ଚାରି ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ । ଭାରତୀୟ ମଜଦୁର୍ ସଂଘ୍ ସହ ଅନୁବନ୍ଧିିତ ଏ.ପି.ପି.ଏଲ୍ କର୍ମଚାରୀ ୟୁନିୟନ ତରଫରୁ ୪ଦଫା ଦାବୀ ନେଇ ଗୁରୁବାର ଟାଟା ଚା' ପ୍ଲାଣ୍ଟ ଆଗରେ ଆନ୍ଦୋଳନ କରି ଟାଟା-ପ୍ଲାଣ୍ଟ କର୍ମଚାରୀମାନଙ୍କ ପକ୍ଷ ରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ୍ଅନ୍ତର୍ଗତ ଚମାଖାଣ୍ଡି ସ୍ଥିତ ଟାଟା ଚା' ପ୍ଲାଣ୍ଟରେ ନିୟୋଜିତ କର୍ମଚାରୀମାନେ ଏ.ପି.ପି.ଏଲ୍ କର୍ମଚାରୀ ୟୁନିୟନର ସହଯୋଗରେ ୪ଦଫା ଦାବୀ ନେଇ ପ୍ଲାଣ୍ଟ ସମ୍ମୁଖରେ ଆନ୍ଦୋଳନ କରିଥିଲେ ।ଶତକଡା ୧୮% ଦୁଇ ବର୍ଷର ବର୍ଦ୍ଧିତ ଦରମା ତୁରନ୍ତ ପ୍ରଦାନ କରାଯାଉ lକର୍ମଚାରୀ ଙ୍କ ଯାତାୟତ ସୁରକ୍ଷା ନିମନ୍ତେ ଖୁବ ଶୀଘ୍ର ଗାଡ଼ି ର ସୁବନ୍ଦୋବସ୍ତ କରାଯାଉ lକମ୍ପାନୀ କର୍ତ୍ତୃପକ୍ଷଙ୍କ ମନମୁଖୀ ହିଟଲର ଶାସନ ଚଳିବ ନାହିଁ lଅଗ୍ରାଧିକାର ଭିତ୍ତିରେ ଏହି ସ୍ଥାନୀୟ ଅଞ୍ଚଳବାସୀଙ୍କୁ ନିଯୁକ୍ତିର ସୁଯୋଗ ଦିଆଯାଉ ଭଳି ଦାବୀ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଶିବ ରାତ୍ରି ପାଇଁ ପାରଳାଖେମୁଣ୍ଡି ସହରର ବିଭିନ୍ନ ମନ୍ଦିରରେ ଭକ୍ତଙ୍କ ଭିଡ଼

ଶିବ ରାତ୍ରି ପାଇଁ ପାରଳାଖେମୁଣ୍ଡି ସହରର ବିଭିନ୍ନ ମନ୍ଦିରରେ ଭକ୍ତଙ୍କ ଭିଡ଼

Read More...

ଗଞ୍ଜାମ -ରାଜ୍ୟରେ ଆଶା କର୍ମୀଙ୍କ ଭର୍ତ୍ତା ବୃଦ୍ଧି ନେଇ ସରକାରଙ୍କ ଘୋଷଣାକୁ ନେଇ ଜଣାଇଲେ ଧନ୍ୟବାଦ

ଗଞ୍ଜାମ -ରାଜ୍ୟରେ ଆଶା କର୍ମୀଙ୍କ ଭର୍ତ୍ତା ବୃଦ୍ଧି ନେଇ ସରକାରଙ୍କ ଘୋଷଣାକୁ ନେଇ ଜଣାଇଲେ ଧନ୍ୟବାଦ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: