ଶିବ ରାତ୍ରି ପାଇଁ ପାରଳାଖେମୁଣ୍ଡି ସହରର ବିଭିନ୍ନ ମନ୍ଦିରରେ ଭକ୍ତଙ୍କ ଭିଡ଼

March 09, 2024, ଓଡ଼ିଶା, ଗଜପତି, Rasmi Ranjan Sahu
ଶିବ ରାତ୍ରି ପାଇଁ ପାରଳାଖେମୁଣ୍ଡି ସହରର ବିଭିନ୍ନ ମନ୍ଦିରରେ ଭକ୍ତଙ୍କ ଭିଡ଼
Rasmi Ranjan Sahu
[ Reporter- Paralakhemundi, Gajapati ]
Bhagyaprabha News Bureau
March 09, 2024

ପାରଳାଖେମୁଣ୍ଡି- ଗଜପତି ଜିଲ୍ଳାର ବିଭିନ୍ନ ଶିବ ମନ୍ଦିରରେ ଆଜି ମହାଶିବ ରାତ୍ରି ପାଳନ ପାଇଁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ପାରଳା ସହର ମଧ୍ୟରେ ରହିଥିବା ଗପେଶ୍ୱର, ବାଲୁଙ୍କେଶ୍ୱର, ରାମ ଲିଙ୍ଗେଶ୍ୱର ଇତ୍ୟାଦି ପ୍ରମୁଖ ଶିବ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ ଦେଖାଯିବ ଯାଇଥିଲା । ସହର ତଥା ଆଖପାଖ ଅଂଚଳର ଲୋକେ ଆଜି ସକାଳୁ ପୂଜା ଅର୍ଚ୍ଚନା କରିବା କରିଥିଲେ । ଲୋକଙ୍କ ଭିଡ଼ କୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲା ପୋଲିସ ତରଫରୁ ପ୍ରତି ମନ୍ଦିରରେ ପୁଲିସ ମୃତୟନ କରି ଲୋକଙ୍କୁ ଶାନ୍ତି ଶୃଙ୍ଖଳା ସହ ଭଗବାନ ଶିବଙ୍କ ଦର୍ଶନ କରାଇଥିଲେ । ଜାଗର ପାଇଁ ବିଭିନ୍ନ ଶିବ ମନ୍ଦିର ତରଫରୁ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବା ସହ ନୀତି ଅନୁସାରେ ମହାଦୀପ ଉଠିବା ପାଇଁ ବ୍ୟବସ୍ଥା କରାଯାଇଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମହାଶିବରାତ୍ରି ଉପଲକ୍ଷେ ଛତ୍ରପୁର ରାଧେଶ୍ୟାମ ଫାଉଣ୍ଡେସନ ପକ୍ଷରୁ ପଣା ବଣ୍ଟନ

ମହାଶିବରାତ୍ରି ଉପଲକ୍ଷେ ଛତ୍ରପୁର ରାଧେଶ୍ୟାମ ଫାଉଣ୍ଡେସନ ପକ୍ଷରୁ ପଣା ବଣ୍ଟନ

Read More...

ଟାଟା ଚା କମ୍ପାନୀ ସମ୍ମୁଖରେ ଏ.ପି.ପି.ଏଲ୍. କର୍ମଚାରୀ ୟୁନିୟନ ପକ୍ଷରୁ  ବିକ୍ଷୋଭ ପ୍ରଦର୍ଶନ

ଟାଟା ଚା କମ୍ପାନୀ ସମ୍ମୁଖରେ ଏ.ପି.ପି.ଏଲ୍. କର୍ମଚାରୀ ୟୁନିୟନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: