ଲକ୍ଷ୍ମୀପୁର-ଜଳଖିଆ ଦୋକାନରେ ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ଅଗ୍ନିକାଣ୍ଡ

March 13, 2024, ଅପରାଧ, କୋରାପୁଟ, Bhagyaprabha News Bureau
ଲକ୍ଷ୍ମୀପୁର-ଜଳଖିଆ ଦୋକାନରେ ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ଅଗ୍ନିକାଣ୍ଡ
Bhagyaprabha News Bureau
March 13, 2024

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ସଦର ମହକୁମା ଠାରେ ଥିବା ଏକ ଟିଫିନ୍ ଦୋକାନରେ ଦୋଶା ପ୍ରସ୍ତୁତ କରୁଥିବା ସମୟରେ ଗ୍ୟାସ ଟାଙ୍କିରେ ନିଆଁ ଲାଗି ଦୋକାନ ସାରା ନିଆଁ ବ୍ୟାପିବା ଦେଖି ସେଠାରେ ଖାଉଥିବା ଗ୍ରାହାକ ମାନେ ଚିତ୍କାର କରି ଦଉଡ଼ି ବାରୁ ଦୋକାନ ମାଲିକ ମଧ୍ୟ ଭୟରେ ଦଉଡ଼ି ବାହାର ପଲାଇ ଯାଇଥିଲେ ଏହାପରେ କିଛି ଆଖପାଖ ଦୋକାନୀ ମଧ୍ୟ ବାହାରକୁ ବାହାରି ନିକଟସ୍ଥ ଦୋକାନ ଦୋକାନକୁ ବ୍ୟାପିବା ପୂର୍ବରୁ ଲକ୍ଷ୍ମୀପୁର ଅଗ୍ନିଶ୍ରମ ବିଭାଗକୁ ଫୋନ୍ କରି ଥିବାରୁ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଆୟତ୍ତ କରିବାରେ ନାକେ ଦମ୍ ହୋଇଯାଇଥିଲେ ଶେଷରେ ନିଆଁ ଆୟତ୍ତ କରି ଏକ ବଡ଼ ଅଘଟଣାରୁ ରକ୍ଷା କରିଦେଲେ। କିନ୍ତୁ ଗ୍ୟାସ ସିଲିଣ୍ଡର ରୁ ନିଆଁ ନିୟନ୍ତ୍ରଣ ହୋଇ ପାରୁନଥିଲା ଏକ କମ୍ବଳ ସାହାଯ୍ୟରେ ଲିବାଯାଇ ପାରିଥିଲା।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଓଡିଶା ଗ୍ରାମ ପଞ୍ଚାୟତ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଅବହେଳା ନେଇ ବିକ୍ଷୋଭ

ଓଡିଶା ଗ୍ରାମ ପଞ୍ଚାୟତ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଅବହେଳା ନେଇ ବିକ୍ଷୋଭ

Read More...

ଗୋପାଳପୁରରେ ବିଜେଡି ପକ୍ଷରୁ କର୍ମୀ ସମ୍ମିଳନୀ ତଥା ବନ୍ଧୁ ମିଳନ ସଭା

ଗୋପାଳପୁରରେ ବିଜେଡି ପକ୍ଷରୁ କର୍ମୀ ସମ୍ମିଳନୀ ତଥା ବନ୍ଧୁ ମିଳନ ସଭା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: