ଛତ୍ରପୁରରେ ବଳ ଗୋଟାଉଛି ବିଜେପି

April 21, 2024, ସାଧାରଣ ନିର୍ବାଚନ-୨୦୨୪, ଗଞ୍ଜାମ, Santosh Kumar Mishra
ଛତ୍ରପୁରରେ ବଳ ଗୋଟାଉଛି ବିଜେପି
Santosh Kumar Mishra
[ Special Correspondent ]
Bhagyaprabha News Bureau
April 21, 2024

ନିର୍ବାଚନ ଯେତିକି ପାଖାଉଛି ଛତ୍ରପୁର ପଜେପି ସେତିକି ଶକ୍ତିଶାଳୀ ହେବାରେ ଲାଗିଛି l କାହିଁକି ନା ଦିନକୁ ଦିନ ବିଜେଡି ଆଉ ସ୍ୱାଧୀନ ଥିବା ସତାଧିକ କର୍ମୀ ବିଜେପି ରେ ଯୋଗଦାନ କରୁଛନ୍ତି l ଭାରତ ର ଲୋକ ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱଚ୍ଛ ଶାସନ ଓ ବିକାଶ ଧାରା କୁ ଦେଖି ସ୍ୱପ୍ରକୃତ ଭାବେ ଅନ୍ୟ ଦଳର କର୍ମି ବିଜେପି ରେ ଯୋଗ ଦାନ କରୁଛନ୍ତି l ଏକଦା ଲାଲ ଗଡ଼ ଭାବେ ପରିଚୟ ସୃଷ୍ଟି କରିଥିବା ଲାଲ ଗଡ଼ 2000ମସିହା ରେ ବିଜେପି ହାତକୁ ଆସିଥିଲା ରାମଚନ୍ଦ୍ର ପଣ୍ଡା ବିଧାୟକ ଭାବେ ଆସିଥିଲେ ଏବଂ ବହୁତ ଉର୍ନତି ମୂଳକ କାମ ଭି କରିଥିଲେ l ପରେ ପୁଣି 2005ରେ ସିପିଆଇ ପ୍ରାଥୀ ଭାବେ ଏନ ନାରାୟଣ ରେଡି ବିଧାୟକ ଭାବେ ଦାଖଲ କରିଥିଲା l ଏବଂ 2009ରେ ପୁଣି ଆଦିକନ୍ଧ ସେଠି ସେହି ଦଳରୁ ବିଜୟ କରିଥିଲେ l କିନ୍ତୁ ଲାଲ ଗଡ଼ ଭାବେ ପରିଚିତ ଏହି ଆସନ କୁ 2014ରେ ପ୍ରଥମ ଥର ବିଜେଡି ରେ ଡ଼ ପ୍ରିୟାଂଶୁ ପ୍ରଧାନ ପାର୍ଥି ହୋଇ ଲାଲ ଦୁର୍ଗ କୁ ଭାଙ୍ଗି ବିଜୟ ହୋଇଥିଲେ l 2019ରେ ପୁଣି ବିଜେଡି ରୁ ସୁବାଷ ବେହେରା ବିଜୟୀ ହୋଇଥିଲେ କିନ୍ତୁ 2019 ତୋ 2024 ରେ ପୂର୍ଵତନ ବିଧାୟକ ପ୍ରିୟାଂଶୁ ପ୍ରଧାନ କିଛି ସମର୍ଥକ ସୁବାଷ ବେହେରାଙ୍କୁ ବିରୋଧ କରିଥିଲେ l କିନ୍ତୁ 2024 ନିର୍ବାଚନ ରେ ସବୁ କିଛି ବଦଳିଯାଇଥିଲା l ସୁବାଷ ବେହେରା ଙ୍କୁ ପୁଣି ଦଳ ଟିକଟ ଦେଲା ପରେ ବିରୋଧୀ ଅସନ୍ତୋଷ ବଡ଼ିବାରେ ଲାଗିଥିଲା l ଭୁବନେଶ୍ୱର ଡାକରା ପରେ ଗୁରୁ ମନ୍ତଣl ରେ ବିରୋଧ କରୁଥିବା କର୍ମୀ ଏବେ ସୁବାଷଙ୍କୁ ସମର୍ଥନ କରୁଥିବା ଦେଖା ଦେଇଛି l 2019 ଠାରୁ 2024 ବିଧାୟକ ଥିବା ଶ୍ରୀ ବେହେରାଙ୍କ ହାତ ରୁ ଛତ୍ରପୁର ନିର୍ବାଚନ ମଣ୍ଡଳୀ ର ଦୁଇଟି ଏନ ଏ ସି ବିଜେପି ହାରକୁ ଚାଲିଯାଇଛି ଏବଂ ଗୋଟିଏ ସ୍ୱାଧୀନ ଥିବା ଏନ ଏ ସି ବର୍ତମାନ ବିଜେପି ଶିବିର ରେ ଯୋଗ ଦେଇଛନ୍ତି l ସେହିବଳି ଗଞ୍ଜାମ ଏନ ଏ ସି ର 4 ଟି ବିଜେଡି କାଉସିଲର ଏବଂ ଗୋଟିଏ ସ୍ୱାଧୀନ ଏବେ ବିଜେପି ରେ ଯୋଗ ଦେଇଛନ୍ତି l ଏହା ସହ ସହ ସହ ବିଜେଡି କର୍ମୀଙ୍କୁ ନେଇ ପୂର୍ଵତନ ଉପ ବାଚସ୍ପତି ଶ୍ରୀ ରାମଚନ୍ଦ୍ର ପଣ୍ଡା ବିଜେପି ରେ ଯୋଗ ଦେଇଛନ୍ତି l 2024 ରେ ହବାକୁ ଥିବା ନିର୍ବାଚନ ରେ ବିଜେପି ରୁ କୃଷ୍ଣଚନ୍ଦ୍ର ନାୟକକ୍କୁ ପାର୍ଥି ହୋଇଥିବା ବେଳେ ବିଜେଡି ଛାଡି ବିଜେପି ରେ ମିଶିଥିବା ତଥା ପୂର୍ଵତନ ଉପବାଚସ୍ପତି ରାମ ଚନ୍ଦ୍ର ପଣ୍ଡା ଙ୍କ ସ୍ୱତନ୍ତ୍ର ଭୋଟ ରହିଥବା ବେଳେ କୃଷ୍ଣ ଚନ୍ଦ୍ର କୁ ବିଜୟ ହାସଲ ରେ ସହଜ ହେବl ପାଇଁ ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି l




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବାଲ୍ୟବିବାହ ବନ୍ଦ କଲା ଗଜପତି ଜିଲ୍ଲା ପ୍ରଶାସନ

ବାଲ୍ୟବିବାହ ବନ୍ଦ କଲା ଗଜପତି ଜିଲ୍ଲା ପ୍ରଶାସନ

Read More...

ଛତ୍ରପୁର : ସ୍ଵାଧିନପାର୍ଥି ଭାବେ ନାମାଙ୍କନ ଦାଖଲ କଲେ ଯଶିକେତନ

ଛତ୍ରପୁର : ସ୍ଵାଧିନପାର୍ଥି ଭାବେ ନାମାଙ୍କନ ଦାଖଲ କଲେ ଯଶିକେତନ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: