ଛତ୍ରପୁର : ସ୍ଵାଧିନପାର୍ଥି ଭାବେ ନାମାଙ୍କନ ଦାଖଲ କଲେ ଯଶିକେତନ

April 21, 2024, ସାଧାରଣ ନିର୍ବାଚନ-୨୦୨୪, ଗଞ୍ଜାମ, Santosh Kumar Mishra
ଛତ୍ରପୁର : ସ୍ଵାଧିନପାର୍ଥି ଭାବେ ନାମାଙ୍କନ ଦାଖଲ କଲେ ଯଶିକେତନ
Santosh Kumar Mishra
[ Special Correspondent ]
Bhagyaprabha News Bureau
April 21, 2024

ବ୍ରହ୍ମପୁର ବିଧାନସଭା ନିର୍ବାଚନ ପାଇଁ ସ୍ୱାଧୀନ ପାର୍ଥି ଭାବେ ପାର୍ଥିପତ୍ର ଦାଖଲ କରିଛନ୍ତି ଜଣେ ସମ୍ବାଦିକ ଗଣଯୋଗାଯୋଗ ବିଭାଗର ଛାତ୍ର ଯସିକେତନ ପାଢ଼ୀ । ସେ ବର୍ତ୍ତମାନ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଅଧ୍ୟୟନରତ । ପୂର୍ବରୁ ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଏବଂ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ଏହା ସହ ବିଜେଡ଼ିର ମଧ୍ୟ ବିଭିନ୍ନ ପଦବୀ ରେ ରହିଥିଲେ । ଏବେ ବିଜୁ ଜନତା ଦଳ ତ୍ୟାଗ କରି ନିର୍ବାଚନ ଲଢ଼ିବାକୁ ଆଗେଇ ଆସିଛନ୍ତି । ନିର୍ବାଚନ ଜିତିଳେ ବ୍ରହ୍ମପୁର ମେଡ଼ିକାଲ ସମସ୍ୟା, ରାସ୍ତାଘାଟ, ରିଙ୍ଗ ରୋଡ଼, ଟ୍ରାଫିକ ସମସ୍ୟା , ଶିଳ୍ପ ଆଦି ପ୍ରମୁଖ ସମସ୍ୟା ଉପରେ କାମ କରିବେ ବୋଲି କହିଛନ୍ତି । ଏଣୁ ବ୍ରହ୍ମପୁର ଚାଲିଥିବା ଏକସିଛତ୍ରବାଦ ଶାସନ କୁ ହଟାଇବା ପାଇଁ ସେ ନିର୍ବାଚନ ଲଢ଼ୁଛନ୍ତି ବୋଲି କହିଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଛତ୍ରପୁରରେ ବଳ ଗୋଟାଉଛି ବିଜେପି

ଛତ୍ରପୁରରେ ବଳ ଗୋଟାଉଛି ବିଜେପି

Read More...

ଗଜପତି :ଭୋଟର ସଚେତନତା  ରଥ ଶୁଭାରମ୍ଭ

ଗଜପତି :ଭୋଟର ସଚେତନତା ରଥ ଶୁଭାରମ୍ଭ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: