ବ୍ରହ୍ମପୁରର ରାଜ୍ୟସ୍ତରୀୟ ସୁବାସ ସ୍ମାରକୀ ସମାରୋହ

April 27, 2024, ସାଧାରଣ ନିର୍ବାଚନ-୨୦୨୪, ଗଞ୍ଜାମ, Gouri Shankar Mishra
ବ୍ରହ୍ମପୁରର ରାଜ୍ୟସ୍ତରୀୟ ସୁବାସ ସ୍ମାରକୀ ସମାରୋହ
Gouri Shankar Mishra
[ Video Journalist ]
Bhagyaprabha News Bureau
April 27, 2024

ଗଞ୍ଜାମ ଜିଲ୍ଲା ସୋରଡ଼ା ଅଞ୍ଚଳର ସୁନାମଧନ୍ୟ କଳାକାର,ଗବେଷକ,ଚିକିତ୍ସକ, ସମାଜ ସେବୀ ସ୍ବର୍ଗତ ଡା.ସୁବାଷ ଚନ୍ଦ୍ର ମହାରଣାଙ୍କ ତିରୋଧାନ ଦିବସ ଗଞ୍ଜାମ କଳା ପରିଷଦ ସଭାଗୃହ ବ୍ରହ୍ମପୂର ଅନୁଷ୍ଠିତ ହୋଇଯାଇଛି।ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା ଙ୍କ ପିତା ଙ୍କ ସ୍ମୃତି ରେ ରାଜ୍ୟ ସ୍ତରୀୟ ସୁବାସ ସ୍ମାରକୀ ସମାରୋହ ଅନୁଷ୍ଠିତ କରିଥିଲେ ।ମୁଖ୍ୟ ଅତିଥି କିଶର କୁମାର ବେହେରା ,ପୂର୍ବତନ ଅଧ୍ୟକ୍ଷା ବିଜ୍ଞାନ ମହାବିଦ୍ୟାଳୟ ଛତ୍ରପୁର ,ମୁଖ୍ୟ ବକ୍ତା ଶିଶିର ଦାଶ ସଂସ୍କୃତି ଗବେଷକ ସୋରଡ଼ା,ସମ୍ମାନୀତ ଅତିଥି ଡ଼ ନକୁଳ ସାହୁ ଓ ସମାଜ ସେବୀ ମହେନ୍ଦ୍ର ଜେନା, ଡ଼ କୈଲାଶ ତ୍ରିପାଠୀ ସାହିତ୍ୟ ଗବେଷକ,ଶିକ୍ଷାବିତ୍ ତ୍ରିନାଥ ମହାରଣା ସଭାପତି ରହି ଏହି ଆଲୋଚନା ଚକ୍ର କାର୍ଯ୍ୟକ୍ରମ ତୁଲାଇଥିଲେ। ସୁବାଷଙ୍କ ଜୀବନୀ ସହ ସମାଜ ପାଇଁ କିଛି କରିବାର ଆମ ମାନଙ୍କ କ୍ରତବ୍ୟ। ଆଲୋଚନା ହୋଇଥିଲା। ସରା ରାଜ୍ୟ ରୁ ଅନେକ ପ୍ରତିଭା ଙ୍କୁ ସମ୍ବର୍ଦ୍ଧନା କାର ଯାଇଥିଲା। ଭଦ୍ରକ, ଜଗସିଂପୁର, ଢେଙ୍କାନାଳ, ବାଲୁଗାଁ, ଭଞ୍ଜନଗର, ସୋରଡ଼ା, ବ୍ରହ୍ମପୁର ବହୁକଳକାର, ସମାଜସେବୀ ଆସିଥିଲେ । କୁନି କୁନି ପିଲା ମାନେ ଓଡ଼ିଶୀ ନୃତ୍ୟ, ରଣପା, ସଙ୍ଗୀତ, ନୁତ୍ୟ, ଗୀତାର କରିଥଲେ ।ସତ୍ୟ ଖରାବେଳେ ନିଜ ଦୋକାନ ସମ୍ମୁଖରେ ଯାତ୍ରୀ ମାନଙ୍କୁ ଦାହିଚଲା, ଛାତ, ଚାଦର, ଟୋପି ବଣ୍ଟନ କରିଥଲେ ଏ ଥିରେ ନିଜ ଭଇ ଅଜୟ କୁମାର ମହାରଣା ସହଯୋଗ କରିଥିଲେ ଏହି ଭଳି କାର୍ଯ୍ୟକ୍ରମ କୁ ସମସ୍ତେ ପ୍ରଶଂସା କରିଥଲେ ସତ୍ୟଙ୍କୁ ଜୁନ,ଦିପୁ, ସନ୍ୟା ମଝି, ଶିବରାମ, ବେହେରା ବାବୁ, ସୁଭାଶ୍ର , ସୁଭଦ୍ରା ପଣା ବଣ୍ଟା ଓ ସଂସ୍କୃତିକ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପାଣ୍ଡିୟାନଙ୍କ ଗସ୍ତରେ ମୋହନା ବିଧାନସଭା ମଣ୍ଡଳୀ ଚଳଚଞ୍ଚଳ

ପାଣ୍ଡିୟାନଙ୍କ ଗସ୍ତରେ ମୋହନା ବିଧାନସଭା ମଣ୍ଡଳୀ ଚଳଚଞ୍ଚଳ

Read More...

ମହାନ୍ ସଂଘ ଓ ଅନ୍ତର୍ଜାତୀୟ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନ ତରଫରୁ ଗଜପତିଙ୍କ ଜୟନ୍ତୀ ପାଳିତ

ମହାନ୍ ସଂଘ ଓ ଅନ୍ତର୍ଜାତୀୟ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନ ତରଫରୁ ଗଜପତିଙ୍କ ଜୟନ୍ତୀ ପାଳିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: