କଂଗ୍ରେସରୁ ଇସ୍ତଫା ଦେଲେ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା

April 10, 2019, ରାଜନୀତି, , Bhagyaprabha News Bureau
କଂଗ୍ରେସରୁ ଇସ୍ତଫା ଦେଲେ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା
Bhagyaprabha News Bureau
April 10, 2019

ପିସିସି ସଭାପତିଙ୍କ ବିରୁଦ୍ଧରେ ବିଷ ଉଗାଳିଛନ୍ତି ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା ।ସେ ସିଧାସଳଖ ପିସିସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଟାର୍ଗେଟ କରି କହିଛନ୍ତି , ପିସିସି ସଭାପତି ଜଣେ ଖଣି ବ୍ୟବସାୟୀ । ସେ କଂଗ୍ରେସ ଟିକେଟ ବଣ୍ଟନକୁ ବ୍ୟବସାୟ କରିଛନ୍ତି । ଟଙ୍କା ନେଇ ବାଣ୍ଟିଛନ୍ତି ଟିକେଟ । ମୋତେ ଡମି ସଭାନେତ୍ରୀ ଭାବେ ରଖିବାକୁ ଚାହୁଁଥିଲେ । କିନ୍ତୁ ମୁଁ ଡମି ସଭାନେତ୍ରୀ ହେବାକୁ ଚାହୁଁନାହିଁ । ଓଡ଼ିଶାରେ ଚାଲିଛି ନରଞ୍ଜନ କଂଗ୍ରେସର ରାଜ । ମୁଁ କିନ୍ତୁ ରାହୁଲ କଂଗ୍ରେସରେ ରହିବାକୁ ଚାହୁଁଥିଲି । ବର୍ତମାନର କଂଗ୍ରେସରେ ଅଣନିଶ୍ୱାସୀ ହୋଇଯାଇଥିବାରୁ ସଭାନେତ୍ରୀ ଓ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । କଂଗ୍ରେସର ଛାମୁଆ ସଂଗଠନର ନେତାମାନଙ୍କୁ ମଧ୍ୟ ଦଳୀୟ ଟିକେଟ ଦିଆ ଯାଇନଥିବାରୁ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।





Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଲାଲୁଙ୍କୁ ମିଳିଲା ନାହିଁ ଜାମିନ

ଲାଲୁଙ୍କୁ ମିଳିଲା ନାହିଁ ଜାମିନ

Read More...

ହୃତପିଣ୍ଡରେ ସଂକ୍ରମଣ ହେତୁ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲେର ଭର୍ତି ହୋଇଛନ୍ତି ଦଲାଇଲାମା

ହୃତପିଣ୍ଡରେ ସଂକ୍ରମଣ ହେତୁ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲେର ଭର୍ତି ହୋଇଛନ୍ତି ଦଲାଇଲାମା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: