ଲାଲୁଙ୍କୁ ମିଳିଲା ନାହିଁ ଜାମିନ

April 10, 2019, ଅପରାଧ, , Bhagyaprabha News Bureau
ଲାଲୁଙ୍କୁ ମିଳିଲା ନାହିଁ ଜାମିନ
Bhagyaprabha News Bureau
April 10, 2019

କୋଟି କୋଟି ଟଙ୍କାର ଗୋଖାଦ୍ୟ ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବା ଆରଜେଡି ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କ ଜାମିନ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ଲାଲୁଙ୍କ ବିରୋଦ୍ଧରେ ସିବିଆଇ ଏକ ସତ୍ୟପାଠ ଦାଖଲ କରିଛି । ନିର୍ବାଚନ ସମୟରେ ରାଜନୈତିକ କାର୍ଯ୍ୟକଳାପ ଆଢୁଆଳରେ ଲାଲୁ ଜାମିନ ପାଇଁ ନିବେଦନ କରିଥିବା କଥା ସିବିଆଇ ଦର୍ଶାଇଛି । ଲାଲୁ ଯାଦବଙ୍କୁ ଜାମିନ ନଦେବା ପାଇଁ ସିବିଆଇ କହିବା ସହ ଜାମିନ ମଞ୍ଜୁର କରିବା ଉଚିତ ନୁହେଁ ବୋଲି ସିବିଆଇ ପକ୍ଷରୁ କୁହାଯାଇଛି । ଏହା ସହ ଲାଲୁ ମେଡିକାଲରେ ରହି ମଧ୍ୟ ରାଜନୈତିକ କାର୍ଯ୍ୟକଳାପରେ ମାତିଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆମେଠିରେ ରୋଡ ଶୋ କଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ

ଆମେଠିରେ ରୋଡ ଶୋ କଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ

Read More...

କଂଗ୍ରେସରୁ ଇସ୍ତଫା ଦେଲେ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା

କଂଗ୍ରେସରୁ ଇସ୍ତଫା ଦେଲେ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: