ବିଜେପି ପୋଷ୍ଟର ମାରିବା ବେଳେ ୨ ଜଣକୁ ମରଣାନ୍ତକ ଆକ୍ରମଣ

April 16, 2019, ଅପରାଧ, ଜଗତସିଂହପୁର, Bhagyaprabha News Bureau
ବିଜେପି ପୋଷ୍ଟର ମାରିବା ବେଳେ ୨ ଜଣକୁ ମରଣାନ୍ତକ ଆକ୍ରମଣ
Bhagyaprabha News Bureau
April 16, 2019

ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ପକ୍ଷରୁ ଜୋରଦାର କସରତ ଆରମ୍ଭ ହୋଇଯାଇଛି । ଶାସନ କ୍ଷମତା କୁ ଆସିବାକୁ ସମସ୍ତ ଦଳର ପ୍ରାର୍ଥୀ କର୍ମୀ ଓ ନେତା ସମସ୍ତେ ରାତି ଦିନ ଏକ କରି ଦେଇଛନ୍ତି । ୨୦୧୯ ନିର୍ବାଚନରେ ବିଜୟ ମୁକୁଟ କିଏ ପିନ୍ଧିବ ତାହାକୁ ନେଇ ନାନା ତର୍କ ବିତର୍କ ଚାଲିଥିବା ବେଳେ ନିର୍ବାଚନରେ ହାରିଯିବା ଭୟରେ ରାଜନୈତିକ ହିଂସା ଘଟାଉଥିବା ଦେଖିବାକୁ ମିଳିଛି । ଜଗତସିଂହପୁର ବିଧାନସଭା ମଣ୍ଡଳୀର ମାଦେରା ଗାଁରେ ଦଳୀୟ ପୋଷ୍ଟର ପାତାକା ମାରିବା କୁ କେନ୍ଦ୍ରକରି ୨ ଜଣ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ୪୮ ଘଣ୍ଟା ନପୁରୁଣୁ ଆଜି ପୁଣି କାଟେସଂପୁର ଗ୍ରାମରେ ବିଜେପି ପତାକା ବିନୋଦ ସାହୁ ଓ ପୀତବାସ ସାହୁ ବିଜେପି ପତାକା ମାରୁଥିବ ବେଳେ ଦୁଇ ଜଣକୁ ଲୁହା ରଡରେ ଆକ୍ରମଣ କରାଯାଇଥିଲା । ସେମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଅଭିଯୋଗ ପରେ ଜଗତସିଂହ ପୁର ପୋଲିସ ତଦନ୍ତ କରି ପୂର୍ବଶତ୍ରୁତାରୁ ଏହି ଭଳି ଘଟଣା ଘଟିଥିବା ଏସଡିପିଓ କହିଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
କଟକରେ ରୋଡ ସୋ କରିବେ ଅମିତ ଶାହା

କଟକରେ ରୋଡ ସୋ କରିବେ ଅମିତ ଶାହା

Read More...

ବିଜେପିର ମିଶ୍ରଣ ପର୍ବରେ ସାମିଲ ହେଲେ ଶହେ କର୍ମୀ

ବିଜେପିର ମିଶ୍ରଣ ପର୍ବରେ ସାମିଲ ହେଲେ ଶହେ କର୍ମୀ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: