କଟକରେ ରୋଡ ସୋ କରିବେ ଅମିତ ଶାହା

April 16, 2019, ରାଜନୀତି, , Bhagyaprabha News Bureau
କଟକରେ ରୋଡ ସୋ କରିବେ ଅମିତ ଶାହା
Bhagyaprabha News Bureau
April 16, 2019


ଏପ୍ରିଲ ୧୭ ତାରିଖରେ କଟକରେ ରୋଡ ସୋ କରିବେ ଭାରତୀୟ ଜନତା ପାର୍ଟି ଦଳର ରାଷ୍ଟ୍ରିୟ ଅଧକ୍ଷ ଅମିତ ଶାହା । ନିର୍ବାଚନୀ ପ୍ରଚାର ପାଇଁ ଶ୍ରୀ ଶାହା ଅପରାହ୍ନ ୩ ଟାରେ ଢେଙ୍କାନାଳ ଏବଂ ବଡମ୍ବା ଠାରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ସମ୍ବୋଧିତ କରିବେ ବୋଲି ବିଜେପି ଗଣମାଧ୍ୟମ ମୁଖ୍ୟ ତଥା ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ସୁଚନା ଦେଇଛନ୍ତି । କଟକ ନେତାଜୀଙ୍କ ଜନ୍ମସ୍ଥାନରୁ ବାହାରି ଚଣ୍ଡିମନ୍ଦିର ପର୍ଯ୍ୟନ୍ତ ରୋଡ ସୋ ଚାଲିବ ବୋଲି ଅମିତଶାହା କହିଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପିକ୍ଅପ୍ ଭ୍ୟାନ ଧକ୍କାରେ ଯୁବକ ମୃତ

ପିକ୍ଅପ୍ ଭ୍ୟାନ ଧକ୍କାରେ ଯୁବକ ମୃତ

Read More...

ବିଜେପି ପୋଷ୍ଟର ମାରିବା ବେଳେ ୨ ଜଣକୁ ମରଣାନ୍ତକ ଆକ୍ରମଣ

ବିଜେପି ପୋଷ୍ଟର ମାରିବା ବେଳେ ୨ ଜଣକୁ ମରଣାନ୍ତକ ଆକ୍ରମଣ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: