ବାଇକ ଚୋରକୁ ଗିରଫ କଲା ପୋଲିସ

April 24, 2019, ଅପରାଧ, , Bhagyaprabha News Bureau
 ବାଇକ ଚୋରକୁ ଗିରଫ କଲା ପୋଲିସ
Bhagyaprabha News Bureau
April 24, 2019


ପାରାଦୀପ ଆଦର୍ଶଥାନା ପୋଲିସ ଜଣେ ଚାଲାକ ବାଇକ ଲୁଟେରାକୁ ଗିରଫ କରିଛି । ଗିରଫ ଜଣଙ୍କ ପରିଚୟ ଏରସମା ଚାନ୍ଦପୁର ଗ୍ରାମର ପ୍ରତାପ ବିଶ୍ୱାଳ (୨୦) ବୋଲି ଜଣାପଡିଛି । ଏହି ଯୁବକ ଠାରୁ ୩ ଟି ବାଇକ ଜବତ କରିଛି ପୋଲିସ । ସୁଚନା ଅନୁଯାୟୀ ଗତକାଲି ରାତିରେ ପୋଲିସ ପେଟ୍ରୋଲିଂ ସମୟରେ ପ୍ରତାପ ବାଇକର ଯନ୍ତ୍ରାଂଶ ଖୋଲି ବିକ୍ରି କରୁଥିବାର ପ୍ରୟାସ କରୁଥିଲା । ଗତକାଲି ରାତିରେ ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ପ୍ରତାପ ବାଇକ ପୋଲିସକୁ ଓଭରଟେକ କରିଯାଇଥିଲା ।ପୋଲିସର ସନ୍ଦେହ ହେବାରୁ ପୋଲିସ ପ୍ରତାପଙ୍କୁ ପିଛା କରିବା ଆରମ୍ଭ କରିଦେଇଥିଲା । ପିସିଆର ଭ୍ୟାନ କ ୂୁ ଦେଖି ବାଇକଟି ଦ୍ରୁତ ଗତିରେ ଚମ୍ପଟ ମାରିବାକୂୁ ଚେଷ୍ଟା କରିଥିଲା ଏହି ସମୟେରେ ପ୍ରତାପଙ୍କୁ ପୋଲିସ ଧରି ଥାନାକୁ ଡାକିଆଣି ପଚାରାଉଚାରା ଜାରୀ କରିଥିଲେ ଥାନଅଧିକାରୀ ଏହି ଘଟଣା ପରେ ଯୁବକ ଜଣକ ଚୋରା ବାଇକ ବୋଲି ସ୍ୱୀକାର କରିବା ସହ ଆଉ ୨ ବାଇକ ପୋଲିସ ପ୍ରତାପ ଠାରୁ ଜବତ କରିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସ୍ୱାମୀ ହତ୍ୟା ମାମଲାରେ ସ୍ତ୍ରୀ ଗିରଫ

ସ୍ୱାମୀ ହତ୍ୟା ମାମଲାରେ ସ୍ତ୍ରୀ ଗିରଫ

Read More...

୨୭ ଦିନରେ ବ୍ରହ୍ମପୁର ର ପ୍ରସିଦ୍ଧ ମାଆ ବୁଢୀ ଠାକୁରାଣୀ ଯାତ୍ରା

୨୭ ଦିନରେ ବ୍ରହ୍ମପୁର ର ପ୍ରସିଦ୍ଧ ମାଆ ବୁଢୀ ଠାକୁରାଣୀ ଯାତ୍ରା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: