ସ୍ୱାମୀ ହତ୍ୟା ମାମଲାରେ ସ୍ତ୍ରୀ ଗିରଫ

April 24, 2019, ଅପରାଧ, , Bhagyaprabha News Bureau
ସ୍ୱାମୀ ହତ୍ୟା ମାମଲାରେ ସ୍ତ୍ରୀ ଗିରଫ
Bhagyaprabha News Bureau
April 24, 2019


ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ନାରାୟଣ ଦତ୍ତ ତିୱାରିଙ୍କ ପୁଅ ରୋହିତ ଶେଖରଙ୍କ ହତ୍ୟା ମାମଲାରେ ବୁଧବାର ସ୍ତ୍ରୀ ଅପୁର୍ବା ଶୁକ୍ଲାଙ୍କୁୂ କ୍ରାଇମବ୍ରାଞ୍ଚ ପୋଲିସ ଗିରଫ କରିଛି । ସ୍ୱାମୀ ରୋହିତ ଶେଖରଙ୍କୁ ସ୍ତ୍ରୀ ମାରିଥିବାର ପ୍ରମାଣ ମିଳିବା ପରେ କ୍ରାଇମବ୍ରାଞ୍ଚପୋଲିସ ଗିରଫ କରିଛି । ଗତ ୧୬ ରେ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ଓ ଏହା ସହ ମୋବାଇଲର ଚାଟିଂ ବକ୍ସକୁ ଖାଲି କରିଦେଇଥିଲେ ସ୍ତ୍ରୀ । ପୋଲିସର ତଦନ୍ତ ବେଳେ ତାଳ ମେଳ ରହୁନଥିବା କଥା ପୋଲିସ କହିଛି । ସୂଚନା ଅନୁସାରେ ଏପ୍ରିଲ ୧୬ ରେ ମୃତଦେହ ଉଦ୍ଧାର କରିଥିଲା ପୋଲିସ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ମେ ୧୯ ରେ ହେବ ପାଟକୁରା ନିର୍ବାଚନ, ବିଜେଡିର ପାର୍ଥୀ ହେବ କିଏ?

ମେ ୧୯ ରେ ହେବ ପାଟକୁରା ନିର୍ବାଚନ, ବିଜେଡିର ପାର୍ଥୀ ହେବ କିଏ?

Read More...

 ବାଇକ ଚୋରକୁ ଗିରଫ କଲା ପୋଲିସ

ବାଇକ ଚୋରକୁ ଗିରଫ କଲା ପୋଲିସ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: