ପାରିବାରିକ କଳହରୁ ସ୍ତ୍ରୀର ଗଳାକାଟି ହତ୍ୟା

April 28, 2019, ଅପରାଧ, ବାଲେଶ୍ବର, Bhagyaprabha News Bureau
ପାରିବାରିକ କଳହରୁ ସ୍ତ୍ରୀର ଗଳାକାଟି ହତ୍ୟା
Bhagyaprabha News Bureau
April 28, 2019

ବାଲେଶ୍ୱର ଜିଲ୍ଳାରେ ଏକ ଅଭାବନୀୟ ଘଟଣା ଘଟିଛି । ପାରିବାରିକ କଳହରୁ ସ୍ୱାମୀ ନିଜ ସ୍ତ୍ରୀ ର ବେକକୁ ଅତି ନିର୍ମମ ଭାବେ କାଟି ହତ୍ୟା କରିବା ପରେ ଏକ କିଲୋମିଟର ଦୂରରେ ମଣ୍ଟୁ ନିଜର ବେକ କାଟି ଆତ୍ମହତ୍ୟା ଉଦ୍ୟମ କରିଛି । ଏହି ଘଟଣା ସହରରେ ଆଲୋଡନ ସୃଷ୍ଟି କରିଛି । ତାଙ୍କୁ ଗୁରୁତର ଅବସ୍ଥାରେ ସୋର ମେଡିକାଲରେ ଭର୍ତ୍ତି କରାଯାଇଛି । ସୁଚନା ଅନୁଯାୟୀ କୈାଣସି କାରଣକୁ କେନ୍ଦ୍ର କରି ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପାଟି ତୁଣ୍ଡ ଭିତରେ ମଣ୍ଟୁ ଉତକ୍ଷିପ୍ତ ହୋଇ ଏକ ଧାରୁଆ ଛୁରୀରେ ନିଜ ସ୍ତ୍ରୀ ର ବେକ କାଟି ହତ୍ୟା କରିବା ପରେ ମଣ୍ଟୁ ଇମୋସନାଲ ହୋଇ ନିଜ ଘର ଠାରୁ ୧ କିଲୋମିଟର ଦୂର ଅଙ୍ଗବଜାରସ୍ଥିତ ଏକ ଧର୍ମପୀଠକୁ ଚାଲିଯାଇ ନିଜ ତଣ୍ଟିକୁ ଛୁରିରେ ସାହାର୍ଯ୍ୟରେ କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲା । ସୋର ଥାନା କୈାଣିସି ସୁତ୍ରରୁ ଖବର ପାଇ ଭାରପ୍ରାପ୍ତ ଥାନା ଅଧିକାରୀ କ୍ଷମା ସାଗର ପଣ୍ଡା ପୋଲିସ ଟିମ ୍ ସହିତ ୍ପହଞ୍ଚି ମଣ୍ଟୁ କୁ ଗୁରୁତର ଅବସ୍ଥାରେ ସୋର ମେଡିକାଲରେ ଭର୍ତ୍ତି କରିଥିଲେ । ସ୍ତ୍ରୀର ମୃତ ଦେହକୁ ଉଦ୍ଧାର କରି ଶବବ୍ୟବଛେଦ ପାଇଁ ପଠାଯିବ ବୋଲି ପୋଲିସ ତରଫରୁ ସୁଚନା ହସ୍ତଗତ ହୋଇଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଚତୁର୍ଥ ପର୍ଯ୍ୟାୟରେ ଦେଶର ୯ଟି ରାଜ୍ୟରେ ୭୨ ଲୋକସଭା ଆସନ ପାଇଁ କାଲି ଭୋଟ୍

ଚତୁର୍ଥ ପର୍ଯ୍ୟାୟରେ ଦେଶର ୯ଟି ରାଜ୍ୟରେ ୭୨ ଲୋକସଭା ଆସନ ପାଇଁ କାଲି ଭୋଟ୍

Read More...

କାଲି ରାଜ୍ୟରେ ସରିବ ନିର୍ବାଚନ

କାଲି ରାଜ୍ୟରେ ସରିବ ନିର୍ବାଚନ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: