ଚତୁର୍ଥ ପର୍ଯ୍ୟାୟରେ ଦେଶର ୯ଟି ରାଜ୍ୟରେ ୭୨ ଲୋକସଭା ଆସନ ପାଇଁ କାଲି ଭୋଟ୍

April 28, 2019, ଅପରାଧ, , Bhagyaprabha News Bureau
ଚତୁର୍ଥ ପର୍ଯ୍ୟାୟରେ ଦେଶର ୯ଟି ରାଜ୍ୟରେ ୭୨ ଲୋକସଭା ଆସନ ପାଇଁ କାଲି ଭୋଟ୍
Bhagyaprabha News Bureau
April 28, 2019

ଚତୁର୍ଥ ପର୍ଯ୍ୟାୟରେ ଦେଶର ୯ଟି ରାଜ୍ୟର ୭୨ ଲୋକସଭା ଆସନ ପାଇଁ କାଲି ଭୋଟ୍ । ଚତୁର୍ଥ ପର୍ଯ୍ୟାୟ ମତଦାନରେ ୯୬୧ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ । ଏହି ପର୍ଯ୍ୟାୟରେ ଦେଶର ୯ଟି ରାଜ୍ୟର ୭୨ ଲୋକସଭା ଆସନ ପାଇଁ କାଲି ଭୋଟ୍ ଏଥିରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ, ସୁଭାଷ ଭାମରେ, ଓ ବାବୁଲ ସୁପ୍ରିମୋ, କଂଗ୍ରେସ ପ୍ରାର୍ଥୀ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସଲମାନ ଖୁର୍ସିଦ ଓ ଅଧିର ରଞ୍ଜନ ଚୌଧୁରୀ ସହିତ ଅନେକ ହେବିୱେଟ୍ ନେତାଙ୍କ ସମେତ ୯୬୧ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ ।


ମହାରାଷ୍ଟ୍ରର-୧୭


ଓଡ଼ିଶାର- ୬


ଝାରଖଣ୍ଡର- ୩


ମଧ୍ୟ ପ୍ରଦେଶର- ୬


ପଶ୍ଚିମବଙ୍ଗର- ୮


ଉତ୍ତର ପ୍ରଦେଶର -୧


ରାଜସ୍ଥାନର ୧୩


ଓ ଅନନ୍ତନାଗ ନିର୍ବାଚନ କ୍ଷେତ୍ରର ଏକ ଅଂଶ ସାମିଲ ହୋଇଛି ।







Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବସ ଓଲଟି ୧୨ ମୃତ

ବସ ଓଲଟି ୧୨ ମୃତ

Read More...

ପାରିବାରିକ କଳହରୁ ସ୍ତ୍ରୀର ଗଳାକାଟି ହତ୍ୟା

ପାରିବାରିକ କଳହରୁ ସ୍ତ୍ରୀର ଗଳାକାଟି ହତ୍ୟା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: