ହିନ୍ଦୀରେ ସୁପରହିଟ୍‌, କିନ୍ତୁ ଓଡ଼ିଆରେ ଫ୍ଲପ୍‌ ହୋଇଥିଲା ଏହି ଟାଇଟଲରେ ତିଆରି ହୋଇଥିବା ସିନେମା

January 10, 2019, ମନୋରଞ୍ଜନ, , Bhagyaprabha News Bureau
ହିନ୍ଦୀରେ ସୁପରହିଟ୍‌, କିନ୍ତୁ ଓଡ଼ିଆରେ ଫ୍ଲପ୍‌ ହୋଇଥିଲା ଏହି ଟାଇଟଲରେ ତିଆରି ହୋଇଥିବା ସିନେମା
Bhagyaprabha News Bureau
January 10, 2019

ଓଲିଉଡରେ ଏମିତି ଜଣେ ନାୟକ ଅଛନ୍ତି ଯିଏ କେତେକ ସିନେମାରେ ସହରର ଡନ୍‌ ଭୂମିକା ବି ପରଦାରେ ନିଭାଇଛନ୍ତି। ଏହି ନାୟକ ଜଣକ ହେଲେ ଅନୁଭବ ମହାନ୍ତି । ଓଡ଼ିଆ ଭାଷାରେ ଥରେ ଫିଲ୍ମ ‘ଡନ୍‌’ ନାଆଁରେ ଏକ ସିନେମା ତିଆରି ହୋଇଥିଲା। ୨୦୧୦ରେ ରିଲିଜ୍‌ ହୋଇଥିବା ‘ଡନ୍‌’ଫିଲ୍ମରେ ଅନୁଭବ ମହାନ୍ତି ନାୟକ ଭୂମିକାରେ ନଜର ଆସିଥିଲେ। ସେ ଏଥିରେ ଟାଇଟଲ ରୋଲରେ ନଜର ଆସିଥିଲେ।


ସୁଧାଂଶୁ ମୋହନ ସାହୁଙ୍କ ନିର୍ଦ୍ଦେଶିତ ତଥା ବିନୟ କୁମାର ନାୟକଙ୍କ ପ୍ରଯୋଜିତ ଓଡିଆ ‘ଡନ୍‌’କୁ କିନ୍ତୁ ଆଶାନୁରୂପ ସଫଳତା ମିଳି ନଥିଲା। ଏଥିରେ ଲଭଲି,ଦେବୁ ବୋଷ ,ସିଦ୍ଧାନ୍ତ, ବବି ମିଶ୍ର ପ୍ରମୁଖ ଅଭିନୟ କରିଥିଲେ।
ଓନିଆ ଭାଷାରେ ତିଆରି ହେବା ଆଗରୁ ‘ଡନ୍‌’ ଟାଇଟଲରେ ହିନ୍ଦୀ ଭାଷାରେ ଏକାଧିକବାର ସିନେମା ତିଆରି ହୋଇଛି। ହିନ୍ଦୀରେ ଥରେ ଅମିତାଭ ବଚ୍ଚନ ଓ ଆଉଥରେ ଶାହାରୁଖ୍‌ ଖାନ୍‌ଙ୍କୁ ନେଇ ନିର୍ମିତ ‘ଡନ୍‌’ହୋଇଥିଲା। ଏ ଦୁଇଟି ଯାକ ଫିଲ୍ମ ସୁପରହିଟ୍‌ ବି ହୋଇଥିଲା।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପ୍ରବଳ ତୁଷାରପାତ ଯୋଗୁଁ ସିକ୍କିମ୍‌ରେ ଅଟକି ଯାଇଥିବା ୧୫୦ ପର୍ଯ୍ୟଟକଙ୍କୁ ୨ ଘଣ୍ଟା ମଧ୍ୟରେ ଉଦ୍ଧାର କଲା ଭାରତୀୟ ସେନା

ପ୍ରବଳ ତୁଷାରପାତ ଯୋଗୁଁ ସିକ୍କିମ୍‌ରେ ଅଟକି ଯାଇଥିବା ୧୫୦ ପର୍ଯ୍ୟଟକଙ୍କୁ ୨ ଘଣ୍ଟା ମଧ୍ୟରେ ଉଦ୍ଧାର କଲା ଭାରତୀୟ ସେନା

Read More...

ସୁନା ବ୍ୟବସାୟୀ ଙ୍କ ଘରୁ ଚୋରି ହୋଇଥିବା ବହୁ ଅଳଙ୍କାର ସହ ୮ ଲକ୍ଷ ୫୦ ହଜାର ଟଙ୍କା ଜବତ -ଜଣେ ଗିରଫ

ସୁନା ବ୍ୟବସାୟୀ ଙ୍କ ଘରୁ ଚୋରି ହୋଇଥିବା ବହୁ ଅଳଙ୍କାର ସହ ୮ ଲକ୍ଷ ୫୦ ହଜାର ଟଙ୍କା ଜବତ -ଜଣେ ଗିରଫ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: