ପ୍ରବଳ ତୁଷାରପାତ ଯୋଗୁଁ ସିକ୍କିମ୍‌ରେ ଅଟକି ଯାଇଥିବା ୧୫୦ ପର୍ଯ୍ୟଟକଙ୍କୁ ୨ ଘଣ୍ଟା ମଧ୍ୟରେ ଉଦ୍ଧାର କଲା ଭାରତୀୟ ସେନା

January 10, 2019, ଦେଶଦୁନିଆ, , Bhagyaprabha News Bureau
ପ୍ରବଳ ତୁଷାରପାତ ଯୋଗୁଁ ସିକ୍କିମ୍‌ରେ ଅଟକି ଯାଇଥିବା ୧୫୦ ପର୍ଯ୍ୟଟକଙ୍କୁ ୨ ଘଣ୍ଟା ମଧ୍ୟରେ ଉଦ୍ଧାର କଲା ଭାରତୀୟ ସେନା
Bhagyaprabha News Bureau
January 10, 2019

ଶୂନ୍‌ ଡିଗ୍ରିରୁ କମ୍‌ ତାପମାତ୍ରାରେ ପ୍ରବଳ ତୁଷାରପାତ ଯୋଗୁଁ ଉତ୍ତର ସିକ୍କିମ୍‌ରେ ଅଟକି ରହିଥିବା ପ୍ରାୟ ୧୫୦ ଜଣ ପର୍ଯ୍ୟଟକଙ୍କୁ ବୁଧବାର ସନ୍ଧ୍ୟାରେ ଭାରତୀୟ ସେନାବାହିନୀ ଉଦ୍ଧାର କରିଛି।


ଆର୍ମି ଇଷ୍ଟର୍ଣ୍ଣ କମାଣ୍ଡ୍‌ର ଜଣେ ବରିଷ୍ଠ କର୍ମଚାରୀ କହିଛନ୍ତି: ଉତ୍ତର ସିକ୍କିମ୍‌ରେ ପ୍ରବଳ ତୁଷାରପାତ ମଧ୍ୟରେ ଅଟକି ଯାଇଥିବା ପର୍ଯ୍ୟଟକମାନଙ୍କୁ ଆମେ ଉଦ୍ଧାର କରିଛୁ। ଦୁଇ ଘଣ୍ଟା ଧରି ଅପ୍ରତ୍ୟାଶିତ ତୁଷାରପାତ ଯୋଗୁଁ ଲାଚୁଙ୍ଗ୍‌ ଉପତ୍ୟକାର ଜନପ୍ରିୟ ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ପର୍ଯ୍ୟଟକମାନେ ଅସହାୟ ଅବସ୍ଥାରେ ଅଟକି ରହିଥିଲେ। ତ୍ରିଶକ୍ତି କର୍ପସ୍‌ର ସୈନ୍ୟ ଦଳ ତୁରନ୍ତ କୁଇକ୍‌ ରିଆକ୍‌ସନ୍‌ ଟିମ୍‌ ଓ ଡାକ୍ତରୀଦଳଙ୍କ ସହ ଅଟକି ରହିଥିବା ଯାନବାହନ ମଧ୍ୟରେ ରହିଯାଇଥିବା ପର୍ଯ୍ୟଟକମାନଙ୍କୁ ଠାବ କରିଥିଲେ ଓ ସେମାନଙ୍କୁ ଡାକ୍ତରୀ ସେବା ଯୋଗାଇ ନିକଟବର୍ତ୍ତୀ କ୍ୟାମ୍ପ୍‌ଗୁଡ଼ିକୁ ନେଇଥିଲେ।.


ଏଥର ଶୀତଋତୁରେ ଏହା ହେଉଛି ଦ୍ୱିତୀୟ ଉଦ୍ଧାର ଅଭିଯାନ। ୨୦୧୮ ଡିସେମ୍ବର ୨୮ ତାରିଖ ଦିନ ଭାରତୀୟ ସେନା ଯବାନମାନେ ନଥୁଲା ଅଞ୍ଚଳରେ ଅଟକି ଥିବା ୩୦୦୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗାଁ ଗଣ୍ଡାରେ ବିକ୍ରି ହେଉଛି ‘କାଳିଆ’ ଫର୍ମ

ଗାଁ ଗଣ୍ଡାରେ ବିକ୍ରି ହେଉଛି ‘କାଳିଆ’ ଫର୍ମ

Read More...

ହିନ୍ଦୀରେ ସୁପରହିଟ୍‌, କିନ୍ତୁ ଓଡ଼ିଆରେ ଫ୍ଲପ୍‌ ହୋଇଥିଲା ଏହି ଟାଇଟଲରେ ତିଆରି ହୋଇଥିବା ସିନେମା

ହିନ୍ଦୀରେ ସୁପରହିଟ୍‌, କିନ୍ତୁ ଓଡ଼ିଆରେ ଫ୍ଲପ୍‌ ହୋଇଥିଲା ଏହି ଟାଇଟଲରେ ତିଆରି ହୋଇଥିବା ସିନେମା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: