ଆସନ୍ତା ୧୫ରେ ନୀତି ଆୟୋଗ ବୈଠକ ଅନୁଷ୍ଠିତ ହେବ

June 06, 2019, ଦେଶଦୁନିଆ, , Bhagyaprabha News Bureau
ଆସନ୍ତା ୧୫ରେ ନୀତି ଆୟୋଗ ବୈଠକ ଅନୁଷ୍ଠିତ ହେବ
Bhagyaprabha News Bureau
June 06, 2019

ଦ୍ୱିତୀୟ ଥର କେନ୍ଦ୍ରରେ ମୋଦୀ ସରକାର ଗଠନ ହେବା ପରେ ପ୍ରଥମ ଥର ପାଇଁ ଆସନ୍ତା ୧୫ ତାରିଖରେ ହେବ ନୀତି ଆୟୋଗ ବୈଠକ । ବୈଠକରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଓ ଉପରାଜ୍ୟପାଳଙ୍କୁ ଡକାଯାଇଛି । କେନ୍ଦ୍ରମନ୍ତ୍ରୀ ଓ ବରିଷ୍ଠ ଅଧିକାରୀ ମଧ୍ୟ ବୈଠକରେ ଯୋଗଦେବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗ ଗଭର୍ଣ୍ଣିଂ କାଉନ୍‌ସିଲ୍‌ର ଏହା ହେଉଛି ପଞ୍ଚମ ବୈଠକ । ବୈଠକରେ କୃଷି, ପାନୀୟ ଜଳ ଓ ସୁରକ୍ଷା ଆଦି ବିଭିନ୍ନ ବିଷୟ ସଂପର୍କରେ ଆଲୋଚନା ହେବ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଲକ୍ଷ୍ମୀନାରାୟଣ ଗ୍ରାମ ଛକ ନିକଟରେ ଗୁଳିମାଡ, ଜଣେ ଗୁରୁତର

ଲକ୍ଷ୍ମୀନାରାୟଣ ଗ୍ରାମ ଛକ ନିକଟରେ ଗୁଳିମାଡ, ଜଣେ ଗୁରୁତର

Read More...

କ୍ରିକେଟ ବିଶ୍ବ କପ୍  : ଆଜି ଅଷ୍ଟ୍ରେଲିଆ ସହ ୱେଷ୍ଟଇଣ୍ଡିଜର ମୁକାବିଲା

କ୍ରିକେଟ ବିଶ୍ବ କପ୍ : ଆଜି ଅଷ୍ଟ୍ରେଲିଆ ସହ ୱେଷ୍ଟଇଣ୍ଡିଜର ମୁକାବିଲା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: