ଲକ୍ଷ୍ମୀନାରାୟଣ ଗ୍ରାମ ଛକ ନିକଟରେ ଗୁଳିମାଡ, ଜଣେ ଗୁରୁତର

June 07, 2019, ଅପରାଧ, ଗଞ୍ଜାମ, Bhagyaprabha News Bureau
ଲକ୍ଷ୍ମୀନାରାୟଣ ଗ୍ରାମ ଛକ ନିକଟରେ ଗୁଳିମାଡ, ଜଣେ ଗୁରୁତର
Bhagyaprabha News Bureau
June 07, 2019

କେ. ନୂଆ ଗାଁ ଥାନା ଅନ୍ତର୍ଗତ ବିରସିଂ ଲକ୍ଷ୍ମୀନାରାୟଣ ଗ୍ରାମ ଛକ ନିକଟରେ ଗୁଳିମାଡ ହୋଇଛି ।ଗୁଳିମାଡରେ ସୁବାସ ଚନ୍ଦ୍ର ପଣ୍ଡା ନାମକ ଜଣେ ବ୍ୟକ୍ତି ଗୁରୁତର ଆହାତ ହୋଇଛନ୍ତି । ସନ୍ତୋଷଙ୍କ ମୁଣ୍ଡ ଓ ଦେହରେ ଗୁଳବାଜିଛି । ସୂଚନା ଅନୁଯାୟୀ ସନ୍ତୋଷ ପଣ୍ଡା ଜଣେ କ୍ଷୁଦ୍ର ବ୍ୟବସାୟୀ । ସେ ଘରେ ଥିବା ବେଳେ ତାଙ୍କୁ କିଛି ଦୁବୁତ୍ତ ୩ ।ଗୋଟି ମୋଟର ସାଇକେଲରେ ଆସି ଘରରୁ ଡାକି ତାଙ୍କ ଉପରକୁ ଅଚାନକ ଗୁଳିଚାଳନା କରଥିଲେ । ଗୁଳିଚାଳନା କରି ଦୁବୁତ୍ତମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି । ଗୁଳିମାଡ ପରେ ସନ୍ତୋଷ ଅଚେତ ହୋଇପଡିଥିଲେ । ଏହାପରେ ଗ୍ରାମବାସୀ ମାନେ ଆହାତ ସୁବାସ ଙ୍କୁ ନିକଟସ୍ଥ ଚିକିଟି ହସପିଟାଲରେ ଭତ୍ତକରିଥିଲେ । ଚିକିଟି ମେଡିକାଲରେ ଏସଡିପିଓ ପହଞ୍ଚି ଆହାତ ସୁବାସଙ୍କ ବୟାନ ରେକର୍ଡ କରିଛନ୍ତି । ପ୍ରାଥମିକ ଚିକିସ୍ରା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସୁବାସଙ୍କ ବୟାଂନ ରେକର୍ଡ କରିବା ସହ ତଦନ୍ତ ଆରମ୍ଭ କରିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିପୁଳ ପରିମାଣର ପଲିଥିନ ଜବତ : ଜୋରିମାନା ଆଦାୟ

ବିପୁଳ ପରିମାଣର ପଲିଥିନ ଜବତ : ଜୋରିମାନା ଆଦାୟ

Read More...

ଆସନ୍ତା ୧୫ରେ ନୀତି ଆୟୋଗ ବୈଠକ ଅନୁଷ୍ଠିତ ହେବ

ଆସନ୍ତା ୧୫ରେ ନୀତି ଆୟୋଗ ବୈଠକ ଅନୁଷ୍ଠିତ ହେବ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: