ଜୁନ ୩୦ରେ ଗୃହ ମନ୍ତ୍ରୀଙ୍କ ଜାମ୍ମୁ କାଶ୍ମୀର ଗସ୍ତ !

June 17, 2019, ଓଡ଼ିଶା, , Bhagyaprabha News Bureau
ଜୁନ ୩୦ରେ ଗୃହ ମନ୍ତ୍ରୀଙ୍କ  ଜାମ୍ମୁ କାଶ୍ମୀର ଗସ୍ତ !
Bhagyaprabha News Bureau
June 17, 2019

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଗୃହ ମନ୍ତ୍ରୀ ଅମିତ ଶାହା ଆସନ୍ତା ଜୁନ ୩୦ରେ ଜମ୍ମୁ କାଶ୍ମୀର ଗସ୍ତ କରି ଘାଟି ସୁରକ୍ଷା ବ୍ୟବସ୍ଥା ବିଷୟରେ ସମୀକ୍ଷା କରିବେ ଏହା ସହ ସେ ଅମରନାଥ ଗୁମ୍ଫାରେ ବାବା ବର୍ଫାନୀଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ଗୃହମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାପରେ ଏହା ତାଙ୍କର ପ୍ରଥମ ଯାତ୍ରା । ଏହି ଉଚ୍ଚ ସ୍ତରୀୟ ବୈଠକରେ ଶାହା ଜାମ୍ମୁକାଶ୍ମୀରରେ ସେନା, ଜମ୍ମୁ କାଶ୍ମୀର ପୁଲିସ, ସିଆରପିଏଫ ଏବଂ ସୀମା ସୁରକ୍ଷା ବାହିନୀର ଶୀର୍ଷ ଅଧିକାରୀଙ୍କ ସହ ବୈଠକ କରି ସୀମା, ଏଲଓସି ଏବଂ ଆତଙ୍କୀଙ୍କ ଠାରୁ ବର୍ତିବାକୁ ସୁରକ୍ଷା ବ୍ୟବସ୍ଥା ଉପରେ ସମୀକ୍ଷା କରିବେ । ଏହି ବୈଠକରେ ଡିଜିପି ଏବଂ ବହୁ ଉଚ୍ଚ ପଦସ୍ଥ ଅଧିକାରୀମାନେ ଉପସ୍ଥିତ ରହିବେ





Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଇଣ୍ଡିଆନ୍‌ ମେଡିକାଲ ଆସୋସିଏସନ୍‌ର ଦେଶବ୍ୟାପୀ ୨୪ ଘଣ୍ଟିଆ ଧର୍ମଘଟ ଡାକରା

ଇଣ୍ଡିଆନ୍‌ ମେଡିକାଲ ଆସୋସିଏସନ୍‌ର ଦେଶବ୍ୟାପୀ ୨୪ ଘଣ୍ଟିଆ ଧର୍ମଘଟ ଡାକରା

Read More...

ସ୍ନାନ ମଣ୍ଡପରେ  ଚତୁର୍ଦ୍ଧାମୁର୍ତ୍ତି ,  ଭକ୍ତଙ୍କୁ ହାତୀବେଶରେ ଦର୍ଶନ ଦେବେ  ଶ୍ରୀଜିଉ

ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୁର୍ତ୍ତି , ଭକ୍ତଙ୍କୁ ହାତୀବେଶରେ ଦର୍ଶନ ଦେବେ ଶ୍ରୀଜିଉ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: