ରାଜ୍ୟ ସରକାରଙ୍କ ୨ଟି ନୂତନ ପଦରେ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ଥଇଥାନ

June 22, 2019, ଓଡ଼ିଶା, , Bhagyaprabha News Bureau
 ରାଜ୍ୟ ସରକାରଙ୍କ ୨ଟି ନୂତନ ପଦରେ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ଥଇଥାନ
Bhagyaprabha News Bureau
June 22, 2019

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ରାଜ୍ୟ ସରକାରଙ୍କ ପକ୍ଷରୁ ଗତକାଲି ୨ଟି ନୂତନ ପଦରେ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ଥଇଥାନ କରାଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଅଧ୍ୟକ୍ଷ ଭାବେ ସୁବ୍ରତ ବାଗଚୀଙ୍କୁ ନିଯୁକ୍ତି ଦିଆଯାଇଥିବାବେଳେ ବିଶିଷ୍ଟ ଶିକ୍ଷାବିତ୍ ଡ. ବିଜୟ ସାହୁଙ୍କୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଉପଦେଷ୍ଟା ଭାବେ ନିଯୁକ୍ତି ଦେଇଛନ୍ତି। ସୂଚନାଯୋଗ୍ୟ , ଶ୍ରୀ ବାଗଚୀ ପୂର୍ବରୁ କ୍ୟାବିନେଟ ପାହ୍ୟା ଦାୟିତ୍ବ ତୁଲାଇ ଆସୁଥିଲେ । ସେହିପରି ଡ. ବିଜୟ ସାହୁ ମଧ୍ୟହାବାର୍ଡ ସ୍କୁଲ ସହ ନେସନାଲ ସ୍କୁଲ ଅଫ୍ ଲିଡରସିପ୍‌, ନଟିଂହାମ୍‌, ୟୁକେରୁ ସ୍କୁଲ ସମ୍ବନ୍ଧୀୟ ଉଚ୍ଚଶିକ୍ଷା ସମାପ୍ତ କରିବା ପରେ ଓଡ଼ିଶାରେ କିଭଳି ବିଶ୍ବମାନର ସ୍କୁଲ ଶିକ୍ଷାଦାନ ହୋଇପାରିବ ସେଥିଲାଗି ଦୀର୍ଘବର୍ଷ ହେଲା କାର୍ଯ୍ୟ କରୁଛନ୍ତି। ନିଯୁକ୍ତି ଫଳରେ ଶ୍ରୀ ସାହୁଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପ୍ରଦାନ କରାଯାଇଥିବା ଜଣାଯାଇଛି।





Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦର୍ଶକଙ୍କ ମନମୋହିଲା କବୀର ସିଂ,

ଦର୍ଶକଙ୍କ ମନମୋହିଲା କବୀର ସିଂ,

Read More...

 ୧୬୪ରେ ପହଞ୍ଚିଲା ବିହାରରେ ଶିଶୁ ମୃତ୍ୟୁହାର

୧୬୪ରେ ପହଞ୍ଚିଲା ବିହାରରେ ଶିଶୁ ମୃତ୍ୟୁହାର

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: