ନ୍ୟୁଜିଲାଣ୍ଡକୁ ହରାଇ ସେମିଫାଇନାଲ୍‌ରେ ପହଞ୍ଚିଲା ଇଂଲଣ୍ଡ

July 04, 2019, ଖେଳ, , Bhagyaprabha News Bureau
ନ୍ୟୁଜିଲାଣ୍ଡକୁ ହରାଇ ସେମିଫାଇନାଲ୍‌ରେ ପହଞ୍ଚିଲା ଇଂଲଣ୍ଡ
Bhagyaprabha News Bureau
July 04, 2019

ବିଶ୍ବକପ କ୍ରିକେଟର ୪୧ତମ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୧୧୯ ରନ୍‌ରେ ହରାଇ ଆୟୋଜକ ଇଂଲଣ୍ଡ ବିଶ୍ୱକପ୍‌ ସେମିଫାଇନାଲ୍‌ରେ ପହଞ୍ଚି । ବିଜୟ ସହ ମୋଟ୍‌ ୧୨ ପଏଣ୍ଟ ଲାଭ କରି ଇଂଲଣ୍ଡ ତୃତୀୟ ଦଳ ଭାବେ ନକ୍‌ଆଉଟ୍‌ ରାଉଣ୍ଡରେ ପ୍ରବେଶ କରିଛି । ଇଂଲଣ୍ଡ ମୋଟ୍‌ ୯ଟି ମ୍ୟାଚ୍‌ ଖେଳି ୬ଟି ବିଜୟ ଏବଂ ୩ଟି ପରାଜୟ ଲାଭ କରିଛି । ସେହିପରି ନ୍ୟୁଜିଲାଣ୍ଡ ୯ଟି ମ୍ୟାଚ୍‌ ଖେଳି ୫ଟିରେ ଜିତିଥିବା ବେଳେ ୩ଟିରେ ହାରିଛି । ଭାରତ ସହ ମ୍ୟାଚ୍‌ ବର୍ଷା ଯୋଗୁଁ ବାତିଲ ହେବାରୁ ସେଥିରେ ନ୍ୟୁଜିଲାଣ୍ଡ ପଏଣ୍ଟ ଭାଗ କରିଥିଲା ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଜି ମହାପ୍ରଭୁଙ୍କ ପବିତ୍ର ଘୋଷଯାତ୍ରା , ଚଳଚଞ୍ଚଳ ବଡଦାଣ୍ଡ

ଆଜି ମହାପ୍ରଭୁଙ୍କ ପବିତ୍ର ଘୋଷଯାତ୍ରା , ଚଳଚଞ୍ଚଳ ବଡଦାଣ୍ଡ

Read More...

 ନବୀନ ନିବାସରେ ବିଜେଡି ବିଧାୟକଙ୍କ ବୈଠକ

ନବୀନ ନିବାସରେ ବିଜେଡି ବିଧାୟକଙ୍କ ବୈଠକ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: