ଅଯୋଧ୍ୟା ମାମଲା: ଜୁଲାଇ ୨୫ରୁ ହେବ ଶୁଣାଣି !

July 11, 2019, ଦେଶଦୁନିଆ, , Bhagyaprabha News Bureau
ଅଯୋଧ୍ୟା ମାମଲା: ଜୁଲାଇ ୨୫ରୁ  ହେବ ଶୁଣାଣି	!
Bhagyaprabha News Bureau
July 11, 2019

ଦୀର୍ଘଵର୍ଷ ଧରି ଅଯୋଧ୍ୟା ରାମ ଜନ୍ମଭୂମୀ ଓ ବାବ୍ରି ମସଜିଦ ସଂକ୍ରାନ୍ତୀୟ ଜମି ମାମଲା ବର୍ତମାନ ଏକ ଶେଷ ପର୍ଯାୟରେ ପହଁଚିଛି I ଆଜିଠାରୁ ସର୍ବୋଚ୍ଚନ୍ୟାୟାଳ ତାହାର ଶୁଣାଣି ଆରମ୍ଭ କରିଛନ୍ତି I ବହୁ ପ୍ରତିକ୍ଷିତ ଏହି ଶୁଣାଣୀରେ କୋର୍ଟର ବାହାରିବାକୁ ଥିବା ନିର୍ଦେଶକୁ ଉଭୟ ପକ୍ଷ ଗ୍ରହଣ କରିବେ ବୋଲି ଆଗରୁ ବିଭିର୍ନ ସମୟରେ ଘୋଷଣା କରିସାରିଛନ୍ତି Iଅଯୋଧ୍ୟା ମାମଲାରେ ଜୁଲାଇ ୧୮ରେ ମଧ୍ୟସ୍ଥତା ରିପୋର୍ଟ ଦାଖଲ ପାଇଁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ଜୁଲାଇ ୨୫ଠାରୁ ଏହି ମାମଲା ଉପରେ ଶୁଣାଣି ହେବ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ଆବେଦନକାରୀ ସୂଚିତ କରିଥିଲେ ଯେ, ଏହି ମାମଲାରେ ମଧ୍ୟସ୍ଥଙ୍କ ଠିକ ଭାବେ କାର୍ଯ୍ୟ କରୁ ନାହାଁନ୍ତି। ତେବେ ସୁପ୍ରିମ୍‌କୋର୍ଟ ପ୍ରକାଶ କରିଥିଲେ ମଧ୍ୟସ୍ଥଙ୍କ ଦିଆଯାଇଥିବା ସମୟ ସୀମା ସରିବାକୁ ଯାଉଛି। ଏହାପରେ ଓପନକୋର୍ଟରେ ଏହି ମାମଲାର ଶୁଣାଣି ପ୍ରତିଦିନ କରାଯିବ ବୋଲି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଏବଂ ବିଚାରପତି ଦୀପକ ଗୁପ୍ତା ଓ ଅନିରୁଦ୍ଧ ବୋଷଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ସୂଚିତ କରିଛନ୍ତି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଶ୍ବକପ କ୍ରିକେଟର ଦ୍ୱିତୀୟ ସେମିଫାଇନାଲରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମୁହାଁମୁହିଁ

ବିଶ୍ବକପ କ୍ରିକେଟର ଦ୍ୱିତୀୟ ସେମିଫାଇନାଲରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମୁହାଁମୁହିଁ

Read More...

ପ୍ରକାଶ ପାଇଲା ଷ୍ଟାର ପ୍ରଚାରକଙ୍କ ତାଲିକା

ପ୍ରକାଶ ପାଇଲା ଷ୍ଟାର ପ୍ରଚାରକଙ୍କ ତାଲିକା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: