ବିଶ୍ବକପ କ୍ରିକେଟର ଦ୍ୱିତୀୟ ସେମିଫାଇନାଲରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମୁହାଁମୁହିଁ

July 11, 2019, ଖେଳ, , Bhagyaprabha News Bureau
ବିଶ୍ବକପ କ୍ରିକେଟର ଦ୍ୱିତୀୟ ସେମିଫାଇନାଲରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମୁହାଁମୁହିଁ
Bhagyaprabha News Bureau
July 11, 2019

ବିଶ୍ବକପ କ୍ରିକେଟର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଆଜି ଇଂଲଣ୍ଡର ଏଜବେଷ୍ଟନ ଷ୍ଟାଡିୟମରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ହେବ। ନିର୍ଦ୍ଧାରିତ ଭାରତୀୟ ସମୟ ଦିନ ୩ଟାରେ ଷ୍ଟାଡିୟମରେ ଉଭୟ ଦଳ ମଧ୍ୟରେ ହେବ କଡ଼ା ମୁକାବିଲା। ଏହି ମ୍ୟାଚ ବେଶ ରୋମାଞ୍ଚକର ହେବ ବୋଲି ଦର୍ଶକଙ୍କ ମଧ୍ୟରେ ଆଶା ରହିଛି। ଲିଗ୍ ମ୍ୟାଚରେ ଅଷ୍ଟ୍ରେଲିଆ ୧୧ ଓ ୬୪ ରନରେ ଦୁଇଟି ମ୍ୟାଚ ଇଲଂଣ୍ଡକୁ ଶୋଚନୀୟ ପରାଜୟ କରିଥିଲା। ପୁଣି ଆଜି ଦୁଇ ଦଳ ମଧ୍ୟର​‌ରେ ଏଜବେଷ୍ଟନ ଷ୍ଟାଡିୟମରେ ଘମାଘୋଟ ଲଢ଼େଇ ହେବ। ଏହି ମ୍ୟାଚରେ ଯେଉଁ ଦଳ ବିଜୟ ହାସଲ କରିବ। ସେହି ଦଳ ନ୍ୟୁଜିଲାଣ୍ଡ ସହିତ ଫାଇନାଲ ମ୍ୟାଚ ଖେଳିବ। ଅଷ୍ଟ୍ରେଲିଆ ଦଳ ସେମିଫାନାଲ ମ୍ୟାଚକୁ ଗୁରୁତ୍ବପୂର୍ଣ୍ଣ କହିବା ସହ ମ୍ୟାଚରେ ଭଲ ପ୍ରଦର୍ଶନ କରିବେ ବୋଲି ତାଙ୍କ ଅଧିନାୟକ କହିଛନ୍ତି। ଅନ୍ୟପଟେ ଏହି ଇଂଲଣ୍ଡ ମଧ୍ୟ ଏହି ମ୍ୟାଚଟି ଜିତିବା ପାଇଁ ନିଜର ଅଭ୍ୟାସ ଜାରି ରଖିଛି।






Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବାଲାକୋଟରେ ଏନକାଉଣ୍ଟର, ୨ନକ୍ସଲ ମୃତ

ବାଲାକୋଟରେ ଏନକାଉଣ୍ଟର, ୨ନକ୍ସଲ ମୃତ

Read More...

ଅଯୋଧ୍ୟା ମାମଲା: ଜୁଲାଇ ୨୫ରୁ  ହେବ ଶୁଣାଣି	!

ଅଯୋଧ୍ୟା ମାମଲା: ଜୁଲାଇ ୨୫ରୁ ହେବ ଶୁଣାଣି !

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: