ଗଜପତି ନଗର ଅଞ୍ଚଳକୁ ବୁଲ୍ଲି ଦେଖିଲେ ବ୍ରହ୍ମପୁର ବିଧାୟକ

August 07, 2019, ଓଡ଼ିଶା, ଗଞ୍ଜାମ, Bhagyaprabha News Bureau
ଗଜପତି ନଗର ଅଞ୍ଚଳକୁ ବୁଲ୍ଲି ଦେଖିଲେ ବ୍ରହ୍ମପୁର ବିଧାୟକ
Bhagyaprabha News Bureau
August 07, 2019

ଗତ ଦୁଇ ଦିନର ଲଗାଣ ବର୍ଷା ଯୋଗୁଁ ବ୍ରହ୍ଜପୁର ସହରର ଗଜପତି ନଗର ଅଞ୍ଚଳରେ ବର୍ଷା ଜଳ ଜମି ରହି ଯାତାୟତରେ ଅନେକ ସମସ୍ୟା ଦେଖାଦେଇଥିବା ବେଳେ ଏହି ଅଞ୍ଚଳକୁ ବୁଲ୍ଲି ଦେଖିଛନ୍ତି ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା । ଗତ କିଛି ବର୍ଷ ଧରି ଏଭଳି ପାଣି ଜମି ରହୁଥିବାରୁ ଏହାର ସ୍ଥାୟୀ ସମାଧାନ ପାଇଁ ଉଦ୍ୟମ କରିବାକୁ ଅଞ୍ଚଳବାସୀ ଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ବିଧାୟକ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
୨୨ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ।

୨୨ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ।

Read More...

ସମା ଗ୍ରାମପଞ୍ଚାୟତରେ ସାମୁହିକ ସ୍ୱାସ୍ଥ ସଚେତନତା କାର୍ଯ୍ୟକ୍ରମ

ସମା ଗ୍ରାମପଞ୍ଚାୟତରେ ସାମୁହିକ ସ୍ୱାସ୍ଥ ସଚେତନତା କାର୍ଯ୍ୟକ୍ରମ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: