ହାତ ଛାଡିପାରନ୍ତି କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ!

August 20, 2019, ରାଜନୀତି, , Bhagyaprabha News Bureau
ହାତ ଛାଡିପାରନ୍ତି କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ!
Bhagyaprabha News Bureau
August 20, 2019

କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବେ କଂଗ୍ରେସ ଛାଡି ପାରନ୍ତି ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି। କିଛିଦିନ ହେବ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ଜ୍ୟୋତିରାଦିତ୍ୟ ବୋଧହୁଏ କଂଗ୍ରେସ ଛାଡି ପାରନ୍ତି। ଆଉ ଏହାକୁ ଦେଖିବା ପରେ ଅନେକ ଅନୁମାନ ଲଗାଇଛନ୍ତି କି ପିଉସି ବସୁ୍‌ନ୍ଧରା ରାଜେଙ୍କ ସହ ମିଶି ସେ ହୁଏତ ଭାଜପାରେ ସାମିଲ ହୋଇପାରନ୍ତି। ତେବେ ଏହା ପଛର କାରଣ ହେଉଛି ଅନୁଚ୍ଛେଦ ୩୭୦। କାରଣ ଜମ୍ମୁ-କଶ୍ମୀରରୁ ମୋଦି ସରକାର ଅନୁଚ୍ଛେଦ ୩୦ ହଟାଇ ଦେବା ପରେ ଟୁଇଟ୍‌ କରି ଜ୍ୟୋତିରାଦିତ୍ୟ କେନ୍ଦ୍ର ସରକାରଙ୍କର ପ୍ରଶଂସା କରିଥିଲେ। ଆଉ ଏହି ଟୁଇଟ୍‌ ପରଠାରୁ ଏବେ ପର୍ଯ୍ୟନ୍ତ ଆଲୋଚନା ହେଉଛି କି ଏବେ କଂଗ୍ରେସରେ ବୋଧହୁଏ ଜ୍ୟୋତିରାଦିତ୍ୟ ଖୁସି ନାହାଁନ୍ତି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମହିଳା କମିଶନ ଅଧ୍ୟକ୍ଷା ହେଲେ ମିନତୀ ବେହେରା

ମହିଳା କମିଶନ ଅଧ୍ୟକ୍ଷା ହେଲେ ମିନତୀ ବେହେରା

Read More...

ଉଚ୍ଛେଦ ହେଲା ମେଘନାଦ ପାଚେରି ସଂଲଗ୍ନ କୋଠା

ଉଚ୍ଛେଦ ହେଲା ମେଘନାଦ ପାଚେରି ସଂଲଗ୍ନ କୋଠା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: