ମହିଳା କମିଶନ ଅଧ୍ୟକ୍ଷା ହେଲେ ମିନତୀ ବେହେରା

August 20, 2019, ଓଡ଼ିଶା, ଖୋର୍ଦ୍ଧା, Bhagyaprabha News Bureau
ମହିଳା କମିଶନ ଅଧ୍ୟକ୍ଷା ହେଲେ ମିନତୀ ବେହେରା
Bhagyaprabha News Bureau
August 20, 2019

ମହିଳା କମିଶନ ଅଧ୍ୟକ୍ଷା ଭାବେ ଦାୟିତ୍ବ ନେଲେ ମିନତୀ ବେହେରା । ଦାୟିତ୍ବ ଗ୍ରହଣ କରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖିଛନ୍ତି ମିନତୀ । ସେ କହିଛନ୍ତି ନାରୀ ସୁରକ୍ଷା ପ୍ରଥମ ପ୍ରାଥମିକତା ରହିବ । ସମାଜରେ ନାରୀ ପୂଜନୀୟ, ତେଣୁ ନାରୀ ପ୍ରତି ହିନମାନ୍ୟତା ଚଳିବ ନାହିଁ ବୋଲି ସେ କହିଛନ୍ତି । ଅଭିଯୋଗ ପାଇବାର ୧୫ ଦିନ ମଧ୍ୟରେ ଫଇସଲା କରାଯିବା ନେଇ ଉଦ୍ୟମ କରାଯିବ । ପୂର୍ବରୁ ଆସିଥିବା ଅଭିଯୋଗ କାର୍ଯ୍ୟ ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯିବ ବୋଲି ସେ କହିଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବ୍ରହ୍ମପୁରରେ ଜାତୀୟ ବୈଜ୍ଞାନିକ ମନୋଭାବ ଦିବସ ପାଳିତ

ବ୍ରହ୍ମପୁରରେ ଜାତୀୟ ବୈଜ୍ଞାନିକ ମନୋଭାବ ଦିବସ ପାଳିତ

Read More...

ହାତ ଛାଡିପାରନ୍ତି କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ!

ହାତ ଛାଡିପାରନ୍ତି କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ!

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: