ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରମୁଖ ସଚିବ ହେଲେ ପି.କେ ମିଶ୍ର

September 11, 2019, ଦେଶଦୁନିଆ, , Bhagyaprabha News Bureau
ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରମୁଖ ସଚିବ ହେଲେ ପି.କେ ମିଶ୍ର
Bhagyaprabha News Bureau
September 11, 2019

ଓଡିଶା ପାଇଁ ପୁଣି ଏକ ଗୌରବ ସାଉଣ୍ଟିଲେ ଓଡିଆ ପୁଅ ଆଇଏଏସ ପି.କେ ମିଶ୍ର । ଓଡ଼ିଆ ପୁଅ ତଥା ଗୁଜୁରାଟ କ୍ୟାଡର ଆଇଏଏସ ପ୍ରମୋଦ କୁମାର ମିଶ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କ ପ୍ରମୁଖ ସଚିବ ଭାବେ ଦାୟିତ୍ୱ ନେଲେ I ନୃପେନ୍ଦ୍ର ମିଶ୍ର ୨୦୦୯ରେ ଚାକିରିରୁ ଅବସର ନେଇଥିଲେ ତାଙ୍କ ଦାଇତ୍ୱ ନେଲେ ପି.କେ ମିଶ୍ର Iଏହା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ପ୍ରମୁକା ସଚିବ ଥିଲେ ପି.କେ ମିଶ୍ର I ସମ୍ବଲପୁର ବାସିନ୍ଦା ପ୍ରମୋଦ କୁମାର ମିଶ୍ର ୧୯୭୨ ବ୍ୟାଚ୍‌ର ଗୁଜୁରାଟ୍‌ କ୍ୟାଡର୍‌ ଆଇଏଏସ୍‌ ଅଫିସର୍‌।






Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରେଙ୍ଗାଳି କେନାଲରେ ଫସିଲା ହାତୀ

ରେଙ୍ଗାଳି କେନାଲରେ ଫସିଲା ହାତୀ

Read More...

ବିଏସପି ଓ ଜେଜେପି ମଧ୍ୟରେ ମେଣ୍ଟ ଭଙ୍ଗ

ବିଏସପି ଓ ଜେଜେପି ମଧ୍ୟରେ ମେଣ୍ଟ ଭଙ୍ଗ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: