ରେଙ୍ଗାଳି କେନାଲରେ ଫସିଲା ହାତୀ

September 11, 2019, ଓଡ଼ିଶା, ଢେଙ୍କାନାଳ, Bhagyaprabha News Bureau
ରେଙ୍ଗାଳି କେନାଲରେ ଫସିଲା ହାତୀ
Bhagyaprabha News Bureau
September 11, 2019

ଢ଼େଙ୍କାନାଳ ପରଜଙ୍ଗ ଥାନା ବଡ଼ଝର ରେଙ୍ଗାଳି କେନାଲରେ ଫସି ରହିଛି ହାତୀ। କେନାଲରେ ପାଣି ଭର୍ତ୍ତି ରହିଥିବାରୁ ହାତୀଟି କେନାଲରୁ ବାହାରି ପାରୁନି। ପାଣିରେ ହାତୀ ପହଁରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି। ବାରମ୍ବାର ବାହାରକୁ ବାହରିବାକୁ ଉଦ୍ୟମ କରି ବିଫଳ ହେଉଛି ହାତୀ। ସ୍ଥାନୀୟ ଲୋକ ଏହା ଦେଖି ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚିଛି। ସ୍ଥାନୀୟ ଲୋକଙ୍କ ସହାୟତାରେ ବନବିଭାଗ ହାତୀକୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରଖିଛି।ହାତୀକୁ ଉଦ୍ଧାର କରିବାରେ ବନ ବିଭାଗକୁ କେତେ ସମୟ ଲାଗିବ ତାହା ସ୍ପଷ୍ଟ ହୋଇନି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଝାରସୁଗୁଡାରୁ ଉଡିବ ଆଉ ୨ଟି ବିମାନ

ଝାରସୁଗୁଡାରୁ ଉଡିବ ଆଉ ୨ଟି ବିମାନ

Read More...

ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରମୁଖ ସଚିବ ହେଲେ ପି.କେ ମିଶ୍ର

ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରମୁଖ ସଚିବ ହେଲେ ପି.କେ ମିଶ୍ର

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: