କୁମ୍ଭରେ ୩ୟ ସାହି ସ୍ନାନ : ବୁଡ ପକାଇଲେ ୪କୋଟି ଶ୍ରଦ୍ଧାଳୁ

February 10, 2019, ଦେଶଦୁନିଆ, , Bhagyaprabha News Bureau
କୁମ୍ଭରେ ୩ୟ ସାହି ସ୍ନାନ : ବୁଡ ପକାଇଲେ ୪କୋଟି ଶ୍ରଦ୍ଧାଳୁ
Bhagyaprabha News Bureau
February 10, 2019

ପ୍ରୟାଗରାଜ ସଂଗମ ସହରରେ ଚାଲିଛି ଧର୍ମ ଓ ବିଶ୍ୱାସର ମହା ପର୍ବ କୁମ୍ଭ ମେଳା । ଆଜି ହେଉଛି ବସନ୍ତ ପଞ୍ଚମୀ ବା ଶ୍ରୀ ପଞ୍ଚମୀ । ଏହି ତିଥିରେ କୁମ୍ଭ ମେଳାରେ ୩ୟ ସାହି ସ୍ନାନ ବା ଶେଷ ସ୍ନାନ ଅନୁଷ୍ଠିତ ହୋଇଯାଇଛି । ଏହି ୩ୟ ସାହି ସ୍ନାନରେ ପାଖାପାଖି ୪କୋଟିରୁ ଅଧିକ ଲୋକେ ସଂଗମରେ ପବିତ୍ର ବୁଡ ପକାଇଛନ୍ତି । ଶ୍ରଦ୍ଧାଳୁଙ୍କ ସମାଗମକୁ ଦେଖି ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏହି କୁମ୍ଭ ମେଳା ଗତ ମକର ସଂକ୍ରାନ୍ତିରେ ଆରମ୍ଭ ହୋଇଥିଲା । ୨ୟ ସାହି ସ୍ନାନ ମଉନି ଅମବାସ୍ୟା ଦିନ ଥିବାବେଳେ ଆଜି ୩ୟ ବା ଶେଷ ସାହି ସ୍ନାନ ହୋଇଯାଇଛି । ଲୋକକଥା ଅନୁଯାୟୀ ବସନ୍ତ ପଞ୍ଚମୀରେ ଶ୍ରଦ୍ଧାଳୁ ୩୩ଥର ବୁଡ ପକାଇଲେ ଗଙ୍ଗା , ଯମୁନା , ସରସ୍ୱତୀ ଙ୍କର ଆର୍ଶୀବାଦ ମିଳିଥାଏ । ଏହା ଶ୍ରଦ୍ଧାଳୁମାନଙ୍କ ପାଇଁ ଖୁବ ମହତ୍ୱ ରଖେ ।


1549798649.jpg




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
୩୮ଟି ନୂତନ ଆହାର କେନ୍ଦ୍ରର ଶୁଭାରମ୍ଭ

୩୮ଟି ନୂତନ ଆହାର କେନ୍ଦ୍ରର ଶୁଭାରମ୍ଭ

Read More...

ଅନ୍ତିମ ଦିନିକିଆ ଟି-୨୦ ମ୍ୟାଚରେ ସିରିଜ ହାତେଇଲା ନ୍ୟୁଜିଲାଣ୍ଡ

ଅନ୍ତିମ ଦିନିକିଆ ଟି-୨୦ ମ୍ୟାଚରେ ସିରିଜ ହାତେଇଲା ନ୍ୟୁଜିଲାଣ୍ଡ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: