୩୮ଟି ନୂତନ ଆହାର କେନ୍ଦ୍ରର ଶୁଭାରମ୍ଭ

February 11, 2019, ରାଜନୀତି, ଖୋର୍ଦ୍ଧା, Bhagyaprabha News Bureau
୩୮ଟି ନୂତନ ଆହାର କେନ୍ଦ୍ରର ଶୁଭାରମ୍ଭ
Bhagyaprabha News Bureau
February 11, 2019

୧୭ଟି ଜିଲ୍ଲାରେ ଥିବା ୩୮ଟି ନୂତନ ଆହାର କେନ୍ଦ୍ରର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୋମବାର ନବୀନ ପଟ୍ଟନାୟକ ସଚ୍ଚିବାଳୟରେ ଭିଡିଓ କନଫରେନ୍ସ ଜରିଆରେ ଏହାର ଉଦଘାଟନ କରିଛନ୍ତି । ସରକାରଙ୍କ ତରଫରୁ ଜୋଗାଇ ଦିଆଯାଉଥିବା ଏହି ଆହାର ଯୋଜନାରେ ପ୍ରାୟ ୧ଲକ୍ଷ ଲୋକ ଉପକୃତ ହେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ୨୦୧୫ ଏପ୍ରିଲ ୧ ତାରିଖରେ ପ୍ରଥମେ ରାଜ୍ୟ ସରକାର ଏହି ଯୋଜନା ଆରମ୍ଭ କରିଥିଲେ । ୧୫୭ଟି ଆହାର କେନ୍ଦ୍ରରେ ଦୈନିକ ୧ଲକ୍ଷ ଲୋକଙ୍କୁ ମାତ୍ର ୫ଟଙ୍କାରେ ଭୋଜନ ଦିଆଯାଉଛି ।





Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
କଂଗ୍ରେସରେ ପ୍ରିୟଙ୍କାଙ୍କ ଯୁଗ ଆରମ୍ଭ

କଂଗ୍ରେସରେ ପ୍ରିୟଙ୍କାଙ୍କ ଯୁଗ ଆରମ୍ଭ

Read More...

କୁମ୍ଭରେ ୩ୟ ସାହି ସ୍ନାନ : ବୁଡ ପକାଇଲେ ୪କୋଟି ଶ୍ରଦ୍ଧାଳୁ

କୁମ୍ଭରେ ୩ୟ ସାହି ସ୍ନାନ : ବୁଡ ପକାଇଲେ ୪କୋଟି ଶ୍ରଦ୍ଧାଳୁ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: