ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ନୂତନ କୁଳପତିଙ୍କ ଦାୟିତ୍ୱ ଗ୍ରହଣ

October 16, 2019, ଶିକ୍ଷା, ଗଞ୍ଜାମ, Bhagyaprabha News Bureau
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ନୂତନ କୁଳପତିଙ୍କ ଦାୟିତ୍ୱ ଗ୍ରହଣ
Bhagyaprabha News Bureau
October 16, 2019

ଦକ୍ଷିଣ ଓଡିଶାର ପ୍ରମୁଖ ଶିକ୍ଷାନୁଷ୍ଠାନ ମଧ୍ୟରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅନ୍ୟତମ । ବିଗତ କିଛି ଦିନ ହେଲା ବିଭିନ୍ନ ସମସ୍ୟା ଘେରରେ ଥିବା ଏହି ଶିକ୍ଷାନୁଷ୍ଠାନରେ ୪୦ତମ କୁଳପତି ଭାବେ ଆଜି ଦାୟିତ୍ୱ ଗ୍ରହଣ କରିବେ ଗୋବିନ୍ଦ ଜେସେଫ ଚକ୍ରପାଣୀ । ଆଇଆଇଟି ରୁରକିରେ ପ୍ରଫେସର ଭବେ କର୍କ୍ୟରତ ପ୍ରଫେସର ଚକ୍ରପାଣୀ ଆସନ୍ତା ୩ ବର୍ଷ ପର୍ଯ୍ୟନ୍ତ ଏଠାରେ କୁଳପତି ଭାବେ ଦାୟିତ୍ୱ ତୁଲାଇବେ । ପ୍ରଫେସର ଚକ୍ରପାଣି ପୂର୍ବହ୍ନ ୧୧ ବିଶ୍ୱବିଦ୍ୟାଳୟରେ ପହଞ୍ଚିବା ପରେ କର୍ମଚାରି କର୍ତ୍ତୃପକ୍ଷଙ୍କ ପକ୍ଷରୁ ସ୍ୱାଗତ କରାଯାଇ ପ୍ରଶାସନିକ କୋଠା ସମୁଖରେ ଥିବା ଉପେନ୍ଦ୍ର ଭଞ୍ଜଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ ପରେ କାର୍ଯ୍ୟଳୟରେ ଦାୟିତ୍ୱ ଗ୍ରହଣ କରିବେ । ଅପରାହ୍ନ ସାଢେ ତିନିଟା ସମୟରେ କ୍ୟାମ୍ପସ ପରିସରରେ ଥିବା ନୂତନ କନଫରେନ୍ସ କୋଠାରେ କୁଳପତିଙ୍କୁ ଛାତ୍ରଛାତ୍ରୀ ଶିକ୍ଷକ ଅଣଶିକ୍ଷା ଓ କର୍ମଚାରିଙ୍କ ପକ୍ଷରୁ ସ୍ୱାଗତେ ସମ୍ୱର୍ଦ୍ଧନା ଦିଆଯିବା କାର୍ଯକ୍ରମ ରହିଛି । ସୁଚନାଯୋଗ୍ୟ, ଗତକାଲି ଅପରାହ୍ନରେ ଏଥିପାଇଁ କୁଳସଚିବ ରଞ୍ଜନ କୁମାର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପକୁଳପତି ସଚିବ ଡ. ସରଜ କୁମାର ଦାସ, କ୍ୟାମ୍ପସ ସୁପର ଭାଇଜର ଡ. ମିହିର ତ୍ରପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।





Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୋଦୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୋଦୀ

Read More...

  ଆଜି ଅଯୋଧ୍ୟା ମାମଲା ଶେଷ ଶୁଣାଣି

ଆଜି ଅଯୋଧ୍ୟା ମାମଲା ଶେଷ ଶୁଣାଣି

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: