ନବୀନ ପଟ୍ଟନାୟକଙ୍କୁ ମିଳିବ ଏଫ୍‌ଆଇଏଚ୍‌ ପ୍ରେସିଡେଣ୍ଟ୍‌ସ ପୁରସ୍କାର !

November 03, 2019, ଓଡ଼ିଶା, , BHAGYAPRABHA NEWS
ନବୀନ ପଟ୍ଟନାୟକଙ୍କୁ ମିଳିବ ଏଫ୍‌ଆଇଏଚ୍‌ ପ୍ରେସିଡେଣ୍ଟ୍‌ସ ପୁରସ୍କାର !
BHAGYAPRABHA NEWS
[ INPUT ]
Bhagyaprabha News Bureau
November 03, 2019

ଭରତୀୟ ହକିକୁ ମିଳିଲା ନୂଆଁରାହା ଯୋଗାଇଥିବା ଓଡିଶା ସରକାରଙ୍କୁ ମିଳିଛି ଅନ୍ତର୍ଜାତୀୟ ହକି ମହାସଂଘର ସମ୍ମାନଜନକ ପୁରସ୍କାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏଫ୍‌ଆଇଏଚ୍‌ ପ୍ରେସିଡୋଣ୍ଟ୍‌ସ ପୁରସ୍କାର ପ୍ରଦାନ କରାଯାଇଛି । ଶନିବାର ଭାରତ ଓ ଆମେରିକା ମଧ୍ୟରେ ଖେଳା ଯାଇଥିବା ଅଲମ୍ପିକ୍‌ସ ଯୋଗ୍ୟତା ମ୍ୟାଚକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଶେଷ ଅଧଘଣ୍ଟା ଦେଖିଥିଲେ । ଖେଳ ସରିବା ପରେ ଏଫ୍‌ଆଇଏଚ୍‌ ପ୍ରେସିଡୋଣ୍ଟ୍‌ସ ପୁରସ୍କାର ପ୍ରଦାନ କରିଥିଲେ ସୂଚନାଯୋଗ୍ୟ ,ପୁରୁଷ ବିଶ୍ୱକପ ହକି ,ଚାମ୍ପିଆନସ୍‌ ଟ୍ରଫି , ଏଫ୍‌ଆଇଏଚ୍‌ ବିଶ୍ୱ ହକି ଲିଗ୍‌ ଫାଇନାଲସ୍‌ ଭଳି ପ୍ରତିଯୋଗ୍ୟତାକୁ ସଫଳତା ସହିତ ଆୟୋଜନ କରିଥିବାରୁ ୨୦୧୮ ରେ ଏଫ୍‌ଆଇଏଚ୍‌ ଓଡିଶା ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏଫ୍‌ଆଇଏଚ୍‌ ପ୍ରେସିଡୋଣ୍ଟ୍‌ସ ପୁରସ୍କାର ଲାଗି ମନୋନିତ କରାଯାଇଥିଲା ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଜି ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ଟି-୨୦

ଆଜି ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ଟି-୨୦

Read More...

ଭଞ୍ଜନଗର ଜେଲରେ ଦୁର୍ନୀତି ଅଭିଯୋଗ

ଭଞ୍ଜନଗର ଜେଲରେ ଦୁର୍ନୀତି ଅଭିଯୋଗ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: