ଭୁବନେଶ୍ବରରେ ଆନ୍ନା ହଜାରେ

November 06, 2019, ଦେଶଦୁନିଆ, , BHAGYAPRABHA NEWS
ଭୁବନେଶ୍ବରରେ  ଆନ୍ନା ହଜାରେ
BHAGYAPRABHA NEWS
[ INPUT ]
Bhagyaprabha News Bureau
November 06, 2019

ନବନିର୍ମାଣ କୃଷକ ସଙ୍ଗଠନର ଦ୍ୱିତୀୟ ରାଷ୍ଟ୍ରୀୟ ସମ୍ମିଳନୀ ଆଜି ଭୂବନେଶ୍ୱରରେ ଅନୁଷ୍ଠିତ ହେଉଛି। ଭୂବନେଶ୍ୱର ବରମୁଣ୍ଡା ପଡ଼ିଆରେ ସମ୍ମିଳନୀ ହେଉଥିଲା ବେଳେ ବିଶଷ୍ଟ ସମାଜାସବୀ ଆନ୍ନା ହଜାରେ ଏଥିରେ ଯୋଗ ଦେବେ। ଚାଷୀଙ୍କର ମୁଖ୍ୟ ଦାବି ପ୍ରାଇସ୍, ପ୍ରେଷ୍ଟିଜ, ପେନସନ ଉପରେ ଏହି ସମ୍ମିଳନୀରେ ଆଲୋଚନା ହେବ।ସୁଚନାଯୋଗ୍ୟ ,ଦୀର୍ଘ ବର୍ଷ ହେବ ନବ ନିର୍ମାଣ କୃଷକ ସଙ୍ଗଠନ ବିଭିନ୍ନ ପ୍ରକାର ଦାବି କରି ଆସୁଛି। ଗତ ଫେବ୍ରୁଆରିରେ ବି ସଙ୍ଗଠନ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଶଶୀକଳାଙ୍କ ବେନାମୀ ସମ୍ପତ୍ତି ଜବତ

ଶଶୀକଳାଙ୍କ ବେନାମୀ ସମ୍ପତ୍ତି ଜବତ

Read More...

ଝାରସୁଗୁଡା ପୋଲିସର ଏନକାଉଣ୍ଟର

ଝାରସୁଗୁଡା ପୋଲିସର ଏନକାଉଣ୍ଟର

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: