ଶଶୀକଳାଙ୍କ ବେନାମୀ ସମ୍ପତ୍ତି ଜବତ

November 06, 2019, ଦେଶଦୁନିଆ, , BHAGYAPRABHA NEWS
ଶଶୀକଳାଙ୍କ ବେନାମୀ ସମ୍ପତ୍ତି ଜବତ
BHAGYAPRABHA NEWS
[ INPUT ]
Bhagyaprabha News Bureau
November 06, 2019

ପୂର୍ବତନ ଏଆଇଡିଏମକେ ତଥା ଜୟଲଳତାଙ୍କ ପ୍ରମୁଖ ସହଯୋଗି ଭିକେ ଶଶୀକଳାଙ୍କ ପ୍ରାୟ ୧୬ ହଜାର କୋଟି ଟଙ୍କାର୯ଟି ବେନାମୀ ସମ୍ପତ୍ତିକୁ ଆୟକର ବିଭଗ ଜବତ କରୁଛି । ଚେନାଇସ୍ଥିତ ତାଙ୍କ ବାସଗୃହ ଅଫିସ୍‌ ଓ ବିଭିନ୍ନ ସ୍ଥାନରେ ଆୟକର ବିଭାଗର ଚଢାଉ ବେଳେ ପ୍ରୟ ୧୬ ହଜାର କୋଟି ଟଙ୍କାର ୯ଟି ବେନାମି ସମ୍ପତ୍ତି ଚେନାଇ ପଡୁଚେରି ଓ କୋଏମ୍ୱାଟୁରେ ଅବସ୍ଥିତ । ଶଶୀକଳା ଏସବୁ ସମ୍ପତି ବିମୁଦ୍ରିକରମ ସମୟରେ ପୁରୁଣା ଟଙ୍କା ବ୍ୟବହାର କରି ଛଦ୍ମନାମରେ ଖରିଦ ଥିବା ଆୟକର ବିଭାଗକୁ ଜଣାପଡିଛି । ବେଆଇନ ଅର୍ଥ କାରବାର ନିରୋଧ ଆଇନ ଅନୁସାରେ ଏହି ଚଢାଉ କରାଯାଇଥିଲା । ଚେନ୍ନାଇସ୍ଥିତ ଆୟକର କମିଶନ ଏସବୁ ସମ୍ପତି ଚଢାଉ କରିଛି । ବେଙ୍ଗୁଲୁରର ଏକ ଜେଲରେ ଥିବା ଶଶୀକଳାଙ୍କୁ ଏହି ଆୟକର ଚଢାଉ ସମ୍ପର୍କରେ ସୂଚନା ଦିଆଯାଇଛି । ସୁଚନାଯୋଗ୍ୟ , ଆୟ ବର୍ହିଭୁତ ମାମଲାରେ ସେ ୨୦୧୭ରୁ ଜେଲରେ ଅଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଚିରାଗ ପାଶଓ୍ୱାନ୍ ହେଲେ ଏଲଜେପିର ନୂତନ ସଭାପତି

ଚିରାଗ ପାଶଓ୍ୱାନ୍ ହେଲେ ଏଲଜେପିର ନୂତନ ସଭାପତି

Read More...

ଭୁବନେଶ୍ବରରେ  ଆନ୍ନା ହଜାରେ

ଭୁବନେଶ୍ବରରେ ଆନ୍ନା ହଜାରେ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: