ସର୍ଚ୍ଚ ଇଞ୍ଜିନ ଗୁଗୁଲରେ ବେଷ୍ଟ ଟଇଲେଟ ପେପରେ ଇନ ଦ ୱାଲର୍ଡ

February 17, 2019, ଦେଶଦୁନିଆ, , Bhagyaprabha News Bureau
ସର୍ଚ୍ଚ ଇଞ୍ଜିନ ଗୁଗୁଲରେ ବେଷ୍ଟ ଟଇଲେଟ ପେପରେ ଇନ ଦ ୱାଲର୍ଡ
Bhagyaprabha News Bureau
February 17, 2019

ସୋସିଆଲ ମିଡ଼ିଆ ଉପରେ କିଛି ୟୁଜର୍ସ କହିଛନ୍ତି କି ସର୍ଚ୍ଚ ଇଞ୍ଜିନ ଗୁଗୁଲରେ ବେଷ୍ଟ ଟଇଲେଟ ପେପରେ ଇନ ଦ ୱାଲର୍ଡ ସର୍ଚ୍ଚ କଲେ ଯାହା ଆସୁଛି ତାହା ପାକିସ୍ତାର ଅସଲ ଚେହେରାକୁ ଦେଖାଉଛି । ବେଷ୍ଟ ଟଇଲେଟ ପେପର ଇନ ଦ ୱାଲର୍ଡ ଗୁଗୁଲରେ ସର୍ଚ୍ଚ କଲେ ପ୍ରଥମ କିଛି ରିଜଲ୍ଟରେ ପାକିସ୍ତାନର ଜାତୀୟ ପତାକା ଆସୁଛି । ଯାହା ପରେ ପାକିସ୍ତାନକୁ ସୋସିଆଲ ମିଡିଆରେ ପ୍ରବଳ ଟ୍ରୋଲ କରାଯାଉଛି । ଏହା ପୂର୍ବରୁ ମଧ୍ୟ ପାକିସ୍ତାନ ପ୍ରଧାମମନ୍ତ୍ରୀ ଇମ୍ରାନ ଖାନଙ୍କ ଫଟୋକୁ ନେଇ ମଧ୍ୟ ଟ୍ରୋଲ ହୋଇଥିଲା । ସୂଚନାଯୋଗ୍ୟ ଗୁଗୁଲରେ ଆନ୍ତର୍ଜାତୀୟ ଭିକାରୀ ସର୍ଚ୍ଚ କରିଲେ ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଫଟୋ ଆସିବାର । ପୁଲୱାମାରେ ସିଆରଫିଏସ ଯବାନମାନଙ୍କ ଉପରେ ହୋଇଥିବା ଆକ୍ରମଣର ଦୁଇ ଦିନ ପରେ ଏହି କଥା ସମ୍ନାକୁ ଆସିଛି । ଗତ ୧୪ ତାରିଖରେ ସିଆରପିଏଫ ଯବାନଙ୍କ ଉପରେ ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଏହି ଆକ୍ରମଣରେ 44 ଜଣ ଯବାନ ସହିଦ ହୋଇଥିଲେ ।






Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଏମସ୍‌ ମେଡିକାଲ କଲେଜରେ ବିଦେଶୀ ଶିକ୍ଷକଙ୍କୁ  ଦିଆଯିବ ନିଯୁକ୍ତି

ଏମସ୍‌ ମେଡିକାଲ କଲେଜରେ ବିଦେଶୀ ଶିକ୍ଷକଙ୍କୁ ଦିଆଯିବ ନିଯୁକ୍ତି

Read More...

କେନ୍ଦ୍ର ସ୍ୱରାଷ୍ଟ୍ର  ମନ୍ତ୍ରୀ ରାଜନାଥ ସିଂଙ୍କ ଓଡିଶା ଗସ୍ତ

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂଙ୍କ ଓଡିଶା ଗସ୍ତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: