ପ୍ଲାଷ୍ଟିକ୍ ବ୍ୟବହାର ନେଇ ନିର୍ବାଚନ କମିଶନଙ୍କୁ ନୋଟିସ୍

January 09, 2020, ଦେଶଦୁନିଆ, , BHAGYAPRABHA NEWS
ପ୍ଲାଷ୍ଟିକ୍ ବ୍ୟବହାର ନେଇ  ନିର୍ବାଚନ କମିଶନଙ୍କୁ ନୋଟିସ୍
BHAGYAPRABHA NEWS
[ INPUT ]
Bhagyaprabha News Bureau
January 09, 2020

ନିର୍ବାଚନ ବେଳେ ପ୍ଲାଷ୍ଟିକର ବ୍ୟବହାର ନେଇ କେନ୍ଦ୍ର ଓ ନିର୍ବାଚନ ଆୟୋଗକୁ ସୁପ୍ରିମକୋର୍ଟ ନୋଟିସ୍ ଜାରି କରିଛନ୍ତି। ବିଶେଷ କରି ନିର୍ବାଚନ ପ୍ରଚାର ସମୟରେ ପୋଷ୍ଟର ଓ ହୋଡିଂର ବ୍ୟବହାରକୁ ନଜରରେ ଦେଖି ଏନେଇ ଚାରି ସପ୍ତାହ ମଧ୍ୟରେ ଜବାବ ରଖିବାକୁ କହିଛନ୍ତି ସୁପ୍ରିମକୋର୍ଟ। ନିର୍ବାଚନରେ ପ୍ଲାଷ୍ଟିକ ବ୍ୟାନ ନେଇ ସୁପ୍ରିମକୋର୍ଟରେ ଜନସ୍ଵାର୍ଥ ମାମଲା ହୋଇଛି । ପ୍ଲାଷ୍ଟିକ ବ୍ୟାନ କରାଯାଇଥିବା ସତ୍ତ୍ଵେ ଦେଶରେ ନିର୍ବାଚନ ସମୟରେ ବହୁଳ ପରିମାଣରେ ପ୍ଲାଷ୍ଟିକ ବ୍ୟବହାର କରାଯାଇଥିବା ଦେଖାଯାଇଥିଲା। ଏହାକୁ ବିରୋଧ କରି ଏଡୱିନ୍ ୱିଲସନ୍ ନାମକ ଜଣେ ବ୍ୟକ୍ତି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଏହି ଆବେଦନର ଶୁଣାଣି କରି ଜଷ୍ଟିସ୍ ନାଗେଶ୍ଵର ରାଓଙ୍କ ଖଣ୍ଡପୀଠ କେନ୍ଦ୍ର ପରିବେଶ, ଜଙ୍ଗଲ ମନ୍ତ୍ରାଳୟ ଓ ନିର୍ବାଚନ ଆୟୋଗକୁ ଜବାବ ତଲବ କରିଛନ୍ତି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆସନ୍ତାକାଲି ବ୍ରହ୍ମପୁର ଆସିବେ  ବାବୁଲ ସୁପ୍ରିୟୋ

ଆସନ୍ତାକାଲି ବ୍ରହ୍ମପୁର ଆସିବେ ବାବୁଲ ସୁପ୍ରିୟୋ

Read More...

ଭିଜିଲାନ୍ସ ଜାଲରେ ଡାଟା ଏଣ୍ଟ୍ରି ଅପରେଟର

ଭିଜିଲାନ୍ସ ଜାଲରେ ଡାଟା ଏଣ୍ଟ୍ରି ଅପରେଟର

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: