ଆସନ୍ତାକାଲି ବ୍ରହ୍ମପୁର ଆସିବେ ବାବୁଲ ସୁପ୍ରିୟୋ

January 09, 2020, ଦେଶଦୁନିଆ, ଗଞ୍ଜାମ, BHAGYAPRABHA NEWS
ଆସନ୍ତାକାଲି ବ୍ରହ୍ମପୁର ଆସିବେ  ବାବୁଲ ସୁପ୍ରିୟୋ
BHAGYAPRABHA NEWS
[ INPUT ]
Bhagyaprabha News Bureau
January 09, 2020

ନାଗରିକତା ସଂଶୋଧନ ଆଇନ(ସିଏଏ) ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ପାଇଁ ବିଜେପି ପକ୍ଷରୁ ଏବେ ବିଭିନ୍ନ ସ୍ଥାନରେ ରାଲିର ଆୟୋଜନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି ଅର୍ଥାତ ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ଓ ବାବୁଲ ସୁପ୍ରିୟୋ ଓଡ଼ିଶା ଆସିବେ । ବାବୁଲ ସୁପ୍ରିୟୋ ଆସନ୍ତାକାଲି ବ୍ରହ୍ମପୁରରେ ସିଏଏ ସମର୍ଥନରେ ଆୟୋଜିତ ହେବାକୁ ଥିବା ରାଲିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସେହିପରି ଆସନ୍ତା ୧୧ ତାରିଖ ଦିନ ଗିରିରାଜ ସିଂ ସମ୍ବଲପୁରରେ ଆୟୋଜିତ ହେବାକୁ ଥିବା ରାଲିରେ ଉଦବୋଧନ ଦେବେ । ଦୁଇ ନେତାଙ୍କ ଓଡ଼ିଶା ଗସ୍ତ ନେଇ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।





Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଧଳା ବାଘୁଣୀ ସ୍ନେହା ଜନ୍ମ ଦେଲା ଦୁଇଟି ଶାବକ

ଧଳା ବାଘୁଣୀ ସ୍ନେହା ଜନ୍ମ ଦେଲା ଦୁଇଟି ଶାବକ

Read More...

ପ୍ଲାଷ୍ଟିକ୍ ବ୍ୟବହାର ନେଇ  ନିର୍ବାଚନ କମିଶନଙ୍କୁ ନୋଟିସ୍

ପ୍ଲାଷ୍ଟିକ୍ ବ୍ୟବହାର ନେଇ ନିର୍ବାଚନ କମିଶନଙ୍କୁ ନୋଟିସ୍

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: