ବିଜେପିର ପରବର୍ତ୍ତି ସଭାପତି ହେବେ ଜେପି ନଡା

January 14, 2020, ଦେଶଦୁନିଆ, , BHAGYAPRABHA NEWS
ବିଜେପିର ପରବର୍ତ୍ତି ସଭାପତି ହେବେ ଜେପି ନଡା
BHAGYAPRABHA NEWS
[ INPUT ]
Bhagyaprabha News Bureau
January 14, 2020

ବିଜେପି କାର୍ଯ୍ୟକାରୀ ସଭାପତି ଜେ.ପି. ନଡା ଦଳର ପରବର୍ତ୍ତୀ ଜାତୀୟ ସଭାପତି ହେବା ନିଶ୍ଚିତ ହୋଇଯାଇଛି । ଆସନ୍ତା ସପ୍ତାହରେ ସେ ସ୍ୱରାଷ୍ଟ୍ରମନ୍ତ୍ରୀ ତଥା ବର୍ତ୍ତମାନର ସଭାପତି ଅମିତ ଶାହାଙ୍କଠାରୁ ଦାୟିତ୍ୱ ଗ୍ରହଣ କରିବେ ବୋଲି ଜଣାପଡ଼ିଛି । ଜାନୁଆରି ୨୦ରେ ଏ ନେଇ ଦଳ ପକ୍ଷରୁ ଘୋଷଣା କରାଯିବ । ଗତବର୍ଷ ଜୁଲାଇ ମାସରୁ ନ‡ା ଦଳର କାର୍ଯ୍ୟକାରୀ ସଭାପତି ଦାୟିତ୍ୱ ତୁଲାଇ ଆସୁଛନ୍ତି । ୨୦୧୯ ସାଧାରଣ ନିର୍ବାଚନ ପରେ ଅମିତ ଶାହା କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ହେବା ପରେ ନ‡ାଙ୍କୁ କାର୍ଯ୍ୟକାରୀ ସଭାପତି କରାଯାଇଥିଲା । ସୂଚନାଯୋଗ୍ୟ, ଗତ ସାଧାରଣ ନିର୍ବାଚନରେ ନ‡ା ଉତ୍ତର ପ୍ରଦେଶ ନିର୍ବାଚନ ପ୍ରଚାର ଦାୟିତ୍ୱରେ ଥିଲେ ଏବଂ ତାଙ୍କ ନେତୃତ୍ୱରେ ଉତ୍ତର ପ୍ରଦେଶରେ ବିଜେପି ୮୦ ଲୋକସଭା ଆସନରୁ ୬୨ରେ ବିଜୟୀ ହୋଇଥିଲା ।ଏଥିପାଇଁ ଦଳ ତାଙ୍କୁ ଏହି ପୁରସ୍କାର ଦେବାକୁ ଯାଉଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
କୈଫୀ ଆଜ୍‌ମୀଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଲା ଗୁଗୁଲ

କୈଫୀ ଆଜ୍‌ମୀଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଲା ଗୁଗୁଲ

Read More...

ପୋଙ୍ଗଲ ପାଇଁ ଉତ୍ସବମୁଖର ବ୍ରହ୍ମପୁର

ପୋଙ୍ଗଲ ପାଇଁ ଉତ୍ସବମୁଖର ବ୍ରହ୍ମପୁର

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: