ଇଡି ସ୍କାନରରେ ଭବାନୀପାଟଣାର ପୂର୍ବତନ ବିଧାୟକ ଅନାମ ନାଏକ

March 06, 2020, ଅପରାଧ, କଳାହାଣ୍ଡି, BHAGYAPRABHA NEWS
ଇଡି ସ୍କାନରରେ ଭବାନୀପାଟଣାର ପୂର୍ବତନ ବିଧାୟକ ଅନାମ ନାଏକ
BHAGYAPRABHA NEWS
[ INPUT ]
Bhagyaprabha News Bureau
March 06, 2020

ଭିଜିଲାନ୍ସ ପରେ ଏବେ ଇଡି ସ୍କାନରରେ ଭବାନୀପାଟଣାର ପୂର୍ବତନ ବିଧାୟକ ଅନାମ ନାଏକ । ମନି ଲଣ୍ଡରିଂ କସେରେ ଅନାମ ନାଏକଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜେରା କରିବ । ପୂର୍ବରୁ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ନେଇ ଅନାମଙ୍କୁ ଭିଜିଲାନ୍ସ ଗିରଫ କରିଥିଲା । ତେବେ ଅନାମଙ୍କ ପାଖରେ କେତେ ସମ୍ପତ୍ତି ରହିଛି ଓ ସେ ଆୟ କେତେ କରିଛନ୍ତି ସେ ନେଇ ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।ସୂଚନାଯୋଗ୍ୟ, ଜୟପୁରର ଭିଜିଲାନ୍ସ ଅଧିକାରୀ ୧୭ ଜାନୁଆରୀରେ ଅନାମ ନାଏକଙ୍କ ଭାବନୀପାଟଣା ସ୍ଥିତ ନାକଟିଗୁଡା ଘର ଓ ମଦନପୁର-ରାମପୁର ସ୍ଥିତ ତାଙ୍କ ହୋଟେଲରେ ଏକକାଳୀନ ଚଢ଼ଉ କରିଥିଲେ । ଚଢ଼ଉ କରିବାର ଗୋଟିଏ ସପ୍ତାହ ପରେ ନାଏକଙ୍କୁ ୨୩ ଜାନୁଆରୀ ଦିନ ଗିରଫ କରାଯାଇଥିଲା । ଚଢ଼ଉ ବେଳେ ୩.୪୨ କୋଟିର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ ହୋଇଥିଲା ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଆରଟିଓ

ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଆରଟିଓ

Read More...

 ଯଥାଶୀଘ୍ର ୟେସ୍‌ ବ୍ୟାଙ୍କର ପୁନଃଉଦ୍ଧାର କରାଯିବ : ଶକ୍ତିକାନ୍ତ ଦାସ

ଯଥାଶୀଘ୍ର ୟେସ୍‌ ବ୍ୟାଙ୍କର ପୁନଃଉଦ୍ଧାର କରାଯିବ : ଶକ୍ତିକାନ୍ତ ଦାସ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: