ପୋଲସରା ଆମ ପୋଲିସର ରକ୍ତଦାନ ଶିବିର

June 12, 2020, ଓଡ଼ିଶା, ଗଞ୍ଜାମ, Swadhina Kumar Sahu
ପୋଲସରା ଆମ ପୋଲିସର ରକ୍ତଦାନ ଶିବିର
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
June 12, 2020

କୋଭିଡି ରେ ଜୀବନ ଯାତ୍ରା ପ୍ରଭାବିତ ହୋଇଥିବା ବେଳେ ରକ୍ତ ଭଣ୍ଡାରରେ ରକ୍ତର ଅଭାବକୁ ଦୃଷ୍ଟିରେ ରଖି ଗଞ୍ଜାମ ପୋଲସରା ଆମ ପୋଲିସ ସମିତି ତରଫରୁ ଥାନା ପରିସର ରେ ଏକ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲାର ଯୋଜନାବୋର୍ଡ଼ ର ଅଦ୍ଧକ୍ଷ ଶ୍ରୀକାନ୍ତ ସାହୁ ଯୋଗଦେବା ସହ ସ୍ଥାନୀୟ ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଳିକ, ପୁରୁଷୋତ୍ତମପୁର ସଡିପିଓ ସୀମା ସ୍ୱାଇଁ କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରିଥିଲେ l ପୋଲିସ ବିଭାଗ ରେ କାର୍ଯ୍ୟରାତ କର୍ମଚାରୀ ସମେତ ବହୁ ସ୍ବେଚ୍ଛାସେବୀ ରକ୍ତଦାନ କରିବା ସହ, ପୋଲିସ ବିଭାଗ ର କାର୍ଯ୍ୟରତ କେଶବ ସଡ଼ଙ୍ଗୀ, ବିଉଟି ମହାନ୍ତି ରକ୍ତଦାନ କରିଥିଲେ । ପୋଲିସ ବିଭାଗ ର ଏପରି ନିଆରା ରକ୍ତଦାନ ଶିବିର କାର୍ଯ୍ୟକ୍ରମ ମଧ୍ୟମରେ ଲୋକ ସ୍ବେତପ୍ରବୃତ ଭାବେ ଆଗାମୀ ଦିନରେ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବ | ଏହି ଶିବିରରେ ମୋଟ ୧୫୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା |




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାୟଗଡା ଷ୍ଟେସନ ନିକଟରେ ୧୪୪ ଧାରା ଲାଗୁ

ରାୟଗଡା ଷ୍ଟେସନ ନିକଟରେ ୧୪୪ ଧାରା ଲାଗୁ

Read More...

ମନ୍ଦିର ଜମି ବେଆଇନ ବିକ୍ରି ଏବଂ ଚାଷୀର ସ୍ବାର୍ଥହାନୀ ବିରୋଧରେ ସ୍ବର ଉଠାଇଲା ବିଜେଡି

ମନ୍ଦିର ଜମି ବେଆଇନ ବିକ୍ରି ଏବଂ ଚାଷୀର ସ୍ବାର୍ଥହାନୀ ବିରୋଧରେ ସ୍ବର ଉଠାଇଲା ବିଜେଡି

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: