ଗାଡି ଧକ୍କାରେ ରକ୍ତାକ୍ତ ହୋଇ ପଡ଼ିଥିବା ଗାଈକୁ ଚିକିତ୍ସିତ କଲେ ସାହି ବାସୀନ୍ଧା।

July 03, 2020, ଓଡ଼ିଶା, ଗଞ୍ଜାମ, Swadhina Kumar Sahu
ଗାଡି ଧକ୍କାରେ ରକ୍ତାକ୍ତ ହୋଇ ପଡ଼ିଥିବା ଗାଈକୁ ଚିକିତ୍ସିତ କଲେ ସାହି ବାସୀନ୍ଧା।
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
July 03, 2020

ବ୍ରହ୍ମପୁର ସହରର ସୋମନାଥ ନଗର ୪ଥ ଲାଇନରେ ଏକ ରକ୍ତାକ୍ତ ଅବସ୍ଥାରେ ପଡିଥିବା ଗାଈକୁ ଚିକିତ୍ସିତ କରିଛନ୍ତି ସାହି ବାସୀନ୍ଧା। ଭୋର ସକାଳୁ ଗାଇଟିକୁ ରକ୍ତାକ୍ତ ଅବସ୍ଥାରେ ପଡିଥିବା ଦେଖି ସ୍ଥାନୀୟ ଲୋକେ ଭେଟେନରି ହସ୍ପିଟାଲକୁ ଦଉଡି ଯାଇଥିଲେ କିନ୍ତୁ ସେଠାରେ କୌଣସି କର୍ମଚାରୀ ନଥିଲେ। ନାନା ପଚରା ଉଚରା କରି ଡାକ୍ତରଙ୍କ ସହ ମଧ୍ୟ କଥା ହୋଇଥିଲେ କିନ୍ତୁ ସେ ୧୦ ଟା ପୂର୍ବରୁ ଯାଇପାରିବି ନାହିଁ କହି ଫୋନ ରଖିଦେଲେ। ଏହାପରେ ସେମାନେ ସ୍ନେକ ହେଲ୍ପ ଲାଇନର ସଦସ୍ୟ ସ୍ୱାଧୀନ କୁମାର ସାହୁଙ୍କୁ ଫୋନ କରି ସହାୟତା ମାଗିଥିଲେ ଏବଂ ସେ ବିଭିନ୍ନ ପଶୁପ୍ରେମୀଙ୍କୁ ଯୋଗାଯୋଗ କରିଥିଲେ। ଶେଷରେ ପଶୁପ୍ରେମୀ କାନହୁ ସାହୁ ପଶୁ ଚିକିତ୍ସକଙ୍କ ସହ ପହଞ୍ଚିଥିଲେ ଏବଂ ସାହି ବାସିନ୍ଧାଙ୍କ ସହଯୋଗରେ ଗାଇଟିକୁ ଚିକିତ୍ସା କରାଇଥିଲେ। ତେବେ ନିଜ ବିଭାଗର କାମ ହୋଇ ମଧ୍ୟ ଭେଟିନାରୀ କର୍ମଚାରୀଙ୍କ ସହଯୋଗ ନମିଳିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକେ। ଏଥିରେ ଆନନ୍ଦ ସାହୁ, କାନହୁ ପୃଷ୍ଟି, ବଳରାମ ସାହୁ ପ୍ରମୁଖ ସହଯୋଗ କରିଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
କ୍ଷୁଦ୍ର ଚଳଚ୍ଚିତ୍ର ଭିସିଡି

କ୍ଷୁଦ୍ର ଚଳଚ୍ଚିତ୍ର ଭିସିଡି "ଇତି କଳାକାର ଉବାଚ" ଲୋକାର୍ପିତ

Read More...

ଶନିବାର ଓ ରବିବାର ସଟଡାଉନ, ବ୍ରାହ୍ମଣୀଗାଁ ଦୋକାନ ବଜାର ବନ୍ଦ

ଶନିବାର ଓ ରବିବାର ସଟଡାଉନ, ବ୍ରାହ୍ମଣୀଗାଁ ଦୋକାନ ବଜାର ବନ୍ଦ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: