ବ୍ରହ୍ମପୁର ବାଳ ସୁଧାର ଗୃହରେ କରୋନା

August 03, 2020, ଓଡ଼ିଶା, ଗଞ୍ଜାମ, Swadhina Kumar Sahu
ବ୍ରହ୍ମପୁର ବାଳ ସୁଧାର ଗୃହରେ କରୋନା
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
August 03, 2020

ବ୍ରହ୍ମପୁର ବାଳସୁଧାର ଗୃହର ୪୫ ଅନ୍ତେବାସୀ କରୋନା ଭୂତାଣୁ ସଂକ୍ରମିତ ହୋଇଥିବା ନେଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ ଷଡଙ୍ଗୀ ସୂଚନା ଦେଇଛନ୍ତି । ସଂକ୍ରମିତ ଅନ୍ତେବାସୀଙ୍କ ଚିକିତ୍ସା ଜାରି ରହିଥିବା ବେଳେ ଆଉ କିଛି ଅନ୍ତେବାସୀ ଜ୍ୱର ଥଣ୍ଡାରେ ପୀଡିତ ଥିବା ଜଣାପଡିଛି । ବ୍ରହ୍ମପୁର ଜରଡା ବଙ୍ଗଳା ରାସ୍ତାରେ ଥିବା ବାଳ ସୁଧାର ଗୃହ ପରିସରରେ ଥିବା ସଙ୍ଗରୋଧ କକ୍ଷ ବ୍ୟବସ୍ଥା କରି ନାବାଳକଙ୍କ ଚିକିତ୍ସା କରାଯାଉଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରୁ ଡାକ୍ତରଙ୍କୁ ଡେପୁଟେସନ୍ରେ ବାଳ ସୁଧାର ଗୃହକୁ ପଠାଯାଇଛି ।କରୋନା ପଜିଟିଭ ୪୫ ଅନ୍ତେବାସୀଙ୍କ ପ୍ରଥମ ପର୍ଯ୍ୟାୟରେ ୫ ଦିନ ପର୍ଯ୍ୟନ୍ତ ଔଷଧ ପ୍ରଦାନ କରାଯାଇଛି । ତେବେ ଏବେ ସବୁ ପିଲାଙ୍କ ଅବସ୍ଥା ସୁସ୍ଥ ରହିଥିବା ବେଳେ ସେମିତି କୌଣସି ଲକ୍ଷଣ ନଥିବା ସୁଚନା ମିଳିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆସନ୍ତାକାଲିଠାରୁ ରାଜ୍ୟରେ ଲଘୁଚାପ ସୃଷ୍ଟି

ଆସନ୍ତାକାଲିଠାରୁ ରାଜ୍ୟରେ ଲଘୁଚାପ ସୃଷ୍ଟି

Read More...

ଅଗଷ୍ଟ ୮ରୁ ବିଦେଶ ଫେରନ୍ତାଙ୍କ ପାଇଁ ଲାଗୁ ହେବ ନୂଆ ନିୟମ

ଅଗଷ୍ଟ ୮ରୁ ବିଦେଶ ଫେରନ୍ତାଙ୍କ ପାଇଁ ଲାଗୁ ହେବ ନୂଆ ନିୟମ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: